ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୩ ସ୍ୱର୍ଣ୍ଣ ପଦକ
ଓଡ଼ିଆ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୩ଟି ସ୍ୱର୍ଣ୍ଣ ପଦକ । ବାଙ୍ଗାଲୋର ଓପନ୍ ନ୍ୟାସନାଲ ପାରା ଆଥଲେଟିକରେ ୩ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଧାବିକା । ୧୦୦ମି, ୨୦୦ମି, ୪୦୦ ମି ଦୌଡ଼ରେ ଜିତିଲେ ସ୍ୱର୍ଣ୍ଣ ପଦକ । ଜୟନ୍ତୀ ୨୦୧୭ରେ ସ୍ୱିଜରଲାଣ୍ଡରେ ଆୟୋଜିତ ୱାର୍ଲ୍ଡ ଜୁନିୟର ପାରା ଆଥଲେଟିକ୍ ଚାମିୟନସିପ୍ ରେ ୪୦୦ ମି ରେ ସ୍ୱର୍ଣ୍ଣ ଏବଂ ୨୦୦ ମି ରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ରେ ଜାକର୍ତାରେ ଖେଳାଯାଇଥିବା ତୃତୀୟ […]