ନାଁ କୁ ଫୁଟ୍ପାଥ୍: ପସରା ମେଲିଛି, ବାଇକ୍ ପାର୍କିଂ ହେଉଛି
ଭୁବନେଶ୍ବର: ଚାଲିକି ଯା’ଆସ କରିୁଥିବା ଲୋକଙ୍କ ପାଇଁ ମୁଖ୍ୟ ରାସ୍ତା କଡ଼ରେ ରହିଛି ଫୁଟ୍ପାଥ୍। କିନ୍ତୁ ଏଜି ଛକରୁ ରାଜମହଲ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବର ଫୁଟ୍ପାଥ୍ରେ ଲୋକେ ଚାଲିକି ଯା’ଆସ କରିପାରନ୍ତିନାହିଁ। ଏହି ଫୁଟ୍ପାଥ୍ରେ ମେଲିଛି ଉଠାଦୋକାନୀଙ୍କ ପସରା ଓ ବାକି କିଛି ଅଂଶରେ ବେପାରୀଙ୍କ ବାଇକ୍ ପାର୍କିଂ ହେଉଛି। ରାଜଧାନୀର ଅନ୍ୟତମ ମୁଖ୍ୟ ମାର୍କେଟ୍ ଅଞ୍ଚଳରେ ଏମିତି ହେଉଛି ଫୁଟ୍ପାଥ୍ର ଅବସ୍ଥା। ଏହି ଫୁଟ୍ପାଥ୍ କେବଳ ନାଁକୁ। ଅସଲରେ ଏହା ବେପାରୀଙ୍କ କବ୍ଜାରେ। ତେଣୁ ଚାଲିଚାଲି […]