ଭାରତରେ ପୁଣି କରୋନାର କାୟାବିସ୍ତାର: ୨୪ ଘଣ୍ଟାରେ ୩,୦୧୬ ନୂଆ ମାମଲା, ୬ ମାସରେ ସର୍ବାଧିକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ଭାରତରେ ପୁଣି କୋଭିଡ୍ ସଂକ୍ରମଣ ଜୋର୍ ଧରିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୦୧୬ ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି, ଯାହା ଗତ ୬ ମାସ ଭିତରେ ସର୍ବାଧିକ। ଗତ ୨୪ ଘଣ୍ଟାରେ ୧୪ ଜଣଙ୍କର କୋଭିଡ୍ଜନିତ […]









