ସବୁଠୁ ଦାମୀ ଆପାର୍ଟମେଣ୍ଟ୍ ୩୯୬ କୋଟିରେ ବିକ୍ରି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ଦକ୍ଷିଣ ମୁମ୍ବାଇର ମାଲାବାର ହିଲ୍ରେ ସମୁଦ୍ର ଆଡ଼କୁ ମୁହଁ କରିଥିବା ଏକ ବିଳାସପୂର୍ଣ୍ଣ ଟ୍ରିପ୍ଲେକ୍ସ ଆପାର୍ଟମେଣ୍ଟ୍ ୩୯୬ କୋଟି ଟଙ୍କାରେ ବିକ୍ରି ହୋଇଛି। ତାହା ଭାରତର ସବୁଠୁ ଦାମୀ ଆପାର୍ଟମେଣ୍ଟ୍ ବୋଲି କୁହାଯାଉଛି। ଶିଳ୍ପପତି ଜେ ପି ଟାପାରିଆଙ୍କ […]









