୨୨ ବର୍ଷ ହେଲା ରେଡିଓ ପ୍ରେମରେ ଜଇନ, ଦିନକୁ ଶୁଣୁଛନ୍ତି ୧୭ ଘଣ୍ଟା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ଦିନ ଥିଲା ଦେଶ ବିଦେଶର ଖବର ଜାଣିବା ଏବଂ ମନୋରଞ୍ଜନ ପାଇଁ ରେଡିଓ ହିଁ ଏକମାତ୍ର ମାଧ୍ୟମ ଥିଲା। ହେଲେ ଏବେ ସମୟ ପରିବର୍ତ୍ତନ ହୋଇଛି। ରେଡିଓ ବଦଳରେ ଟିଭି, ମୋବାଇଲ୍ ଓ ଇଣ୍ଟରନେଟ୍ ହିଁ ଖବର ଜାଣିବାର […]









