ରାସ୍ତାକଡ଼ରୁ ହଜାରେ ଗଛ କାଟିଦେଲେ, ୨୫କିଲୋମିଟର ଲଣ୍ଡା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନବରଙ୍ଗପୁର: ବେଫିକର କାଠ ମାଫିଆ। ରାସ୍ତା କଡ଼ରୁ କାଟିନେଲେ ହଜାରରୁ ଊର୍ଦ୍ଧ୍ବ ଗଛ। ଡାଳ ଦୂରର କଥା ପତ୍ର ଖଣ୍ଡେ ବି ଛାଡ଼ିନାହାନ୍ତି। ଏହାପରେ ପୂର୍ତ୍ତ ବିଭାଗ ଏବଂ ବନ ବିଭାଗ ମଧ୍ୟରେ ବିବାଦ ବଢ଼ିଛି। ଦୁଇ ବିଭାଗ ପରସ୍ପରକୁ ଦୋଷ […]









