ଏସ୍ସିବିରେ କେମିତି ହେବ ହୃତ୍ପିଣ୍ଡ ପ୍ରତିରୋପଣ?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : କଟକ ବଡ଼ ମେଡିକାଲ (ଏସ୍ସିବି)ରେ ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହେବାର ସ୍ବପ୍ନ ଦେଖାଉଛନ୍ତି ସରକାର। ଏଥିପାଇଁ ଗତମାସରେ ଏସ୍ସିବି ହୃଦ୍ରୋଗ ବିଭାଗରେ ଖୋଲାଯାଇଛି ହାର୍ଟ ଫେଲୁଅର କ୍ଲିନିକ୍। ହେଲେ, ଏହାକୁ କାର୍ଯ୍ୟକାରୀ କରିବାକୁ ଥିବା ହୃଦ୍ବକ୍ଷ ଶଲ୍ୟ […]









