ନବଙ୍କୁ କାହିଁକି ହତ୍ୟା କଲା ଗୋପାଳ? ହତ୍ୟା ପଛରେ ସୁପାରି ନା ଶତ୍ରୁତା?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଝାରସୁଗୁ଼ଡା : ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଘନଘନ ବୈଠକ କରୁଥିବା ବେଳେ ଝାରସୁଗୁଡ଼ା ଏସ୍ପି ଓ ଜିଲ୍ଲାର ବିଭିନ୍ନ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି। ସୋମବାର ସକାଳେ ଏସ୍ପି ଅଫିସ୍ରେ କ୍ରାଇମବ୍ରାଞ୍ଚ […]









