୫ ଲକ୍ଷ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଯାବତୀୟ ଅବ୍ୟବସ୍ଥାରେ ବୁଡ଼ି ରହିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ପରୀକ୍ଷା ପରିଚାଳନାରେ ବ୍ୟାପକ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ଆନ୍ଦୋଳନ, ଧାରଣା ଦେଉଛନ୍ତି। ବୋର୍ଡର ବିଜ୍ଞାପନ କେଳେଙ୍କାରୀ ଏଭଳି ହୋଇଛି ଯେ ସରକାରୀ ଭାବେ ଆଇ ଆଣ୍ଡ୍ ପିଆର୍ […]









