ନବଙ୍କ ଦ୍ବାଦଶାହକୁ ନେଇ ବୟାନବାଜି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଝାରସୁଗୁଡ଼ାରେ ସ୍ବର୍ଗତ ନବକିଶୋର ଦାସଙ୍କ ଗୁରୁବାର ହୋଇଥିବା ଦ୍ବାଦଶାହ ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛି। ଶ୍ରଦ୍ଧାଞ୍ଜଳି ସଭାକୁ ରାଜନୈତିକ ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି ବୋଲି ସମାଲୋଚନା କରି ବିରୋଧୀ ଦଳ ନେତା ଜୟନାରାୟଣ […]









