ଧର୍ମରୁ ଉର୍ଦ୍ଧ୍ୱରେ ଜ୍ଞାନ, ରାମାୟଣ କ୍ୱିଜ୍ ପ୍ରତିଯୋଗିତାରେ ବିଜୟୀ ହୋଇ ଏକଥା ପ୍ରମାଣ କରିଦେଖାଇଲେ କେରଳର ଦୁଇ ମୁସ୍ଲିମ ଛାତ୍ର
ମଲପ୍ପୁରମ: ଧର୍ମ ନାଁରେ କୌଣସି ବର୍ଗରେ ସୀମିତ ରହିଲେ ଜ୍ଞାନ ଆହରଣ କରି ହୁଏନା। ଜ୍ଞାନ ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ। ଏକଥା ପ୍ରମାଣ କରିଦେଖାଇଛନ୍ତି କେରଳର ମଲପ୍ପୁରମର ଦୁଇ ମୁସ୍ଲିମ ଛାତ୍ର। ରାମାୟଣରେ ହୋଇଥିବା କ୍ୱିଜ୍ ପ୍ରତିଯୋଗିତାରେ ଏହି ଦୁଇ ଛାତ୍ର ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାରେ ବିଜୟୀ ହେବା ପରେ ଦୁଇ ଛାତ୍ର ଯେଉଁ ମେସେଜ୍ ଦେଇଛନ୍ତି ତାହା ଆଜିର ଚରମପନ୍ଥୀମାନେ ଜାଣିବା ନିହାତି ଦରକାର। ରାମାୟଣ କ୍ୱିଜ୍ ପ୍ରିତଯୋଗିତା ଜିତିଥିବା ଦୁଇ ମୁସ୍ଲିମ ଛାତ୍ର […]