ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି ଏବେ ପ୍ରତାରଣା ସଦୃଶ: ଧର୍ମେନ୍ଦ୍ର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ପଦ୍ମପୁରକୁ ଆସନ୍ତା ବର୍ଷକ ମଧ୍ୟରେ ଜିଲ୍ଲା ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ଆଜି ପ୍ରତିଶ୍ରୁତି ଦେବା ସହ ବିଜେପିର କେନ୍ଦ୍ର ମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ପ୍ରଭୁ ନୃସିଂହନାଥ ଟିକେ ମନେପକାଇ ଦିଅନ୍ତୁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ […]









