ରେଳ ଟିକେଟ୍ କେଳେଙ୍କାରୀ: ଏକ୍ସପ୍ରେସ୍ ଟ୍ରେନ୍ରେ ‘ଭୂତ’ ଯାତ୍ରୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରିବାକୁ ‘ଭୂତ’ କିଣୁଛି ତତ୍କାଳ ଟିକେଟ୍। ଏଭଳି ତତ୍କାଳ ଟିକେଟ୍ କିଣିବା ପାଇଁ ଆଇଆର୍ସିଟିସି ୱେବସାଇଟ୍କୁ ବାଏପାସ୍ କରାଯାଇଛି। ଜନସେବା କେନ୍ଦ୍ରର କର୍ମଚାରୀ ଚାଇନା ଓ ଜାପାନର ସଫ୍ଟଓୟର୍ ମାଧ୍ୟମରେ ଏହି ୱେବସାଇଟ୍କୁ ବାଏପାସ୍ […]









