ରାଜସ୍ଥାନ ହନୁମାନଗଡରେ ସାମ୍ପ୍ରଦାୟିକ ଉତ୍ତେଜନା : ଲାଗିଲା କର୍ଫ୍ୟୁ, ଇଣ୍ଟରନେଟ୍ ବନ୍ଦ
ନୂଆଦିଲ୍ଲୀ,୨୮/୦୭: ରାଜସ୍ଥାନର ହନୁମାନଗଡରେ ଗୋହତ୍ୟା ଓ ଗୋମାଂସ ଭୋଜି ନେଇ ସାମ୍ପ୍ରଦିୟାକ ଦଙ୍ଗା ସୃଷ୍ଟି ହୋଇଛି । ଏହାପରେ ପ୍ରଶାସନ ପକ୍ଷରୁ ଗାଁରେ କର୍ଫ୍ୟୁ ଲଗାଇ ଦିଆଯାଇଛି । ଏହାସହ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି । ସୂଚନାନୁସାରେ, ହନୁମାନଗଡର ଚିଡିଆ ଗାନ୍ଧୀରେ ଇଦକୁ ନେଇ ଗୋମାଂସ ଭୋଜି ମାମଲା ସାମ୍ନାକୁ ଆସିଥିଲା । ପ୍ରଥମେ ପ୍ରଶାସନ ଗାଁରେ ଗୋହତ୍ୟା ହୋଇନଥିବା କହିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରୁ ମିଳିଥିବା ମାଂସ ନମୂନାକୁ ପରୀକ୍ଷଣ ପାଇଁ […]