ଦେଶ ବିଦେଶ ମନୋରଞ୍ଜନ

କାହିଁକି ଅଲଗା ହେଲେ ଟାଇଗର-ଦିଶା ? ସାମ୍ନାକୁ ଆସିଲା ବ୍ରେକଅପ୍‌ର କାରଣ…

ମୁମ୍ବାଇ ୨୯।୦୭: ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବ୍ରେକ୍‌ଅପ୍‌ ତାଙ୍କ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଛି। ଦୀର୍ଘ ୬ ବର୍ଷ ଧରି ଡେଟ୍‌ କରିବା ପରେ ହଠାତ୍‌ ଅଲଗା ହେବାର ନିଷ୍ପତ୍ତି କାହିଁକି ନେଲେ । ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ପ୍ରଶଂସକ । ବର୍ତ୍ତମାନ ସେମାନଙ୍କର ବ୍ରେକଅପ୍ ହେବାର କାରଣ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଉଭୟଙ୍କ ବ୍ରେକଅପ୍ ବିବାହ ଯୋଗୁଁ ହୋଇଛି । ଟାଇଗର ଏବଂ ଦିଶାଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଛାଡପତ୍ର ପରେ ନୂଆ ଘର କିଣିଲେ ସାମନ୍ଥା, ପୂର୍ବ ସ୍ଵାମୀ ନାଗାଙ୍କ ସହ ରହିଛି କନେକ୍ସନ୍

ମୁମ୍ବାଇ ୨୯।୦୭: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃଙ୍କ ନାମ ଏବେ ସେହି ଅଭିନେତ୍ରୀମାନଙ୍କ ତାଲିକାରେ ସାମିଲ୍‌ ହୋଇଛି। ଯିଏ ଅଳ୍ପ ସମୟରେ ଏକ ବଡ଼ ସ୍ଥାନ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆ ଷ୍ଟାରଡମ୍ ହେଉ କିମ୍ବା ଦକ୍ଷ ଅଭିନୟ ତାଙ୍କ ଚମତ୍କାରତା ସବୁଆଡେ ଘୁରି ବୁଲୁଛି। ସାମନ୍ଥା ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍‌ ଆଲୋଚନାରେ ରୁହନ୍ତି। ଏହି ସମୟରେ ତାଙ୍କୁ ନେଇ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସୁଛି । […]

ଖେଳ ଦେଶ ବିଦେଶ

ବିଶାଳ ଛକା ମାରିଲେ ଶୁଭମନ ଗିଲ୍, ଷ୍ଟାଡିୟମ ବାହାରେ ପଡିଲା ବଲ୍

ନୂଆଦିଲ୍ଲୀ, ୨୮|୦୭: ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ବୁଧବାର ସିରିଜର ତୃତୀୟ ଦିନିକିଆ ଖେଳାଯାଇଥିଲା । ଯେଉଁଥିରେ ଭାରତ ବିଜୟୀ ହେବା ସହ ସିରିଜକୁ ମଧ୍ୟ ମୂଳପୋଛ କରିଛି । ମ୍ୟାଚର ହିରୋ ଥିଲେ ଶୁଊମନ ଗିଲ୍ । ସେ ଦମଦାର୍ 98 ରନ୍ କରିଥିଲେ । ତେବେ ଶୁଭମନ ଗିଲ୍ ଏପରି ଏକ ସଟ୍ ଖେଳିଥିଲେ ଯାହା ସବୁଠୁ ସ୍ୱତନ୍ତ୍ର ଥିଲା । ସେ ମାରିଥିବା ଏକ ଛକାରେ ବଲ୍ ଷ୍ଟାଡିୟମର ବାହାରକୁ ଚାଲିଯାଇଥିଲା […]

ଖେଳ ଦେଶ ବିଦେଶ

ସିରିଜ୍ କ୍ଲିନ୍ ସ୍ୱିପ୍ କଲା ଭାରତ : ଶେଷ ଦିନିକିଆରେ ୧୧୯ ରନରେ ହାରିଲା ଓ୍ୱେଷ୍ଟ୍ ଇଣ୍ଡିଜ

ପୋର୍ଟ ଅଫ ସ୍ପେନ,୨୮/୦୭: ଘରୋଇ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩ଟି ଯାକ ମ୍ୟାଚ୍‌ ଜିତି ଭାରତ ଦିନିକିଆ ସିରିଜ ପୋଛି ନେଇଛି । ବୁଧବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୬ ଓଭରରେ ୩ ୱିକେଟ୍‌ ହରାଇ ୨୨୫ ରନ୍‌ କରିଥିଲା । ବର୍ଷା ବାଧକ ସାଜିବା ଫଳରେ ଡକ୍‌ ୱର୍ଥ ଲୁଇସ ନିୟମ ଅନୁଯାୟୀ ୱେଷ୍ଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୮।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୭୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୦୧୧୫କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ କଲେ ଅତିରିକ୍ତ ଶିକ୍ଷା ଅଧିକାରୀ

ଚାନ୍ଦବାଲି ୨୮।୭: ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣା ସଂପୃକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ନିଲମ୍ବନ କରିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଶିକ୍ଷା ଅଧିକାରୀ ଅଧିନ ଗୁଆଁଳର ଭାବେଶ୍ବର ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିବା ଘଟଣାରେ ଗ୍ରାମବାସୀ ଶିକ୍ଷକଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଏହି ଘଟଣା ଚାନ୍ଦବାଲି ବ୍ଲକ୍ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ, କଲେଜ ପରିସରରେ ବେକରେ ରଶି ଲଗାଇଦେଲେ !

ଗଜପତି ୨୮।୭: ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । କଲେଜ ପରିସରରେ ଛାତ୍ରୀ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଣୀପେଣ୍ଟ ନିକଟସ୍ଥ ଗଜପତି ନର୍ସିଂ କଲେଜ ପରିସରରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ଜଣଙ୍କ ପ୍ରଥମ ବର୍ଷର ଛାତ୍ରୀ ଅଖିଲା ବେହେରା । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି […]

ଅପରାଧ ରାଜ୍ୟ

ଏସ୍‌ଟିଏଫ୍‌ର ଆକ୍ସନ : ବାଜ୍ୟାପ୍ତି ହେଲା ନିଶା ବେପାରୀଙ୍କ ସମ୍ପତ୍ତି, ରହିଛି ୫ କୋଠା- ୮ଟି ଜମି

ଭୁବନେଶ୍ୱର ୨୮।୦୭ : ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି । ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ । ଜବତ ହୋଇଥିବା ସମ୍ପତ୍ତି ଭିତରେ ରହିଛି ୫ ଟି କୋଠା , ୮ ଟି ଜମି , ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦୁଇଟି ଦାମୀ କାର ଓ ଲକରରୁ ମିଳିଥିବା ୫୯୫ ଗ୍ରାମ ସୁନା ଅଳଙ୍କାର ବାଜ୍ୟାପ୍ତି କରିଛି ଏସ ଟି ଏଫ । […]

ଖେଳ ଦେଶ ବିଦେଶ

ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡା : ଉଦଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିବେ ପିଭି ସିନ୍ଧୁ

ବର୍ମିଂହାମ, ୨୮/୦୭: ଗୁରୁବାରଠୁ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫,୦୫୪ ଜଣ କ୍ରୀଡ଼ାବିତ କ୍ରୀଡ଼ାରେ ଭାଗ ନେଇଛନ୍ତି । ୨୦ଟି କ୍ରୀଡ଼ାର ମୋଟ୍‌ ୨୮୦ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ରାଣୀ ଏଲିଜାବେଥ୍‌ ୨ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ନାହିଁ । କିନ୍ତୁ କିଏ ଉଦ୍‌ଘାଟନୀରେ ମୁଖ୍ୟ ଅତିଥି ରହିବେ ତାହା ସ୍ପଷ୍ଟ ହୋଇ ନାହିଁ । ଏହାକୁ ମିଶାଇ […]

ଦେଶ ବିଦେଶ ମନୋରଞ୍ଜନ

‘ଲାଲ୍ ସିଂ ଚଢା’ ଫ୍ଲପ୍‌ ହେବା ନେଇ ଅମୀରଙ୍କୁ ଥିଲା ଡର, KGF-2 ହିଟ୍‌ ଦେଖି କହିଲେ ଏମିତି…

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ । ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅମୀର ଫିଲ୍ମକୁ ଜୋରଦାର ପ୍ରମୋଟ୍ କରୁଛନ୍ତି। ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ ପାଇଁ ପ୍ରସ୍ତୁତ। ଏହି ଫିଲ୍ମ ୧୧ ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସୁଛି । ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ମଧ୍ୟ ସେହି ଦିନ ରିଲିଜ୍‌ ହେଉଛି। ତେବେ ଗୋଟିଏ ଦିନରେ ବକ୍ସ ଅଫିସରେ ଦୁଇଟି ଫିଲ୍ମ ମଧ୍ୟରେ ଟକ୍କର ହେବାକୁ ଯାଉଛି। […]