ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ରୁ ଚୋରି ଉଦ୍ୟମ, ତାଲା ଭାଙ୍ଗି ସିସିଟିଭି ତାର କାଟିଦେଲେ ଦୁର୍ବୃତ୍ତ
ନବରଙ୍ଗପୁର ୩।୮: ନବରଙ୍ଗପୁର ଜିଲ୍ଲା ସାନମସି ଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି । ମଙ୍ଗଳବାର ରାତିରେ ଚୋର ବ୍ୟାଙ୍କର ତାଲା ଭାଙ୍ଗିବା ସହ ବ୍ୟାଙ୍କରେ ଲାଗିଥିବା CCTVର ତାର କାଟି ଚୋରୀ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । କ’ଣ ଚୋରି ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ । ଘଟଣାସ୍ଥଳକୁ ନବରଙ୍ଗପୁର ସଦର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରାଯିବା ନେଇ ପୋଲିସ […]