୯ ବର୍ଷରେ ୬୯ଜଣଙ୍କୁ ଏସିଡ୍ ମାଡ଼; ଆଗରେ ଯାଜପୁର, ତଳକୁ ଦ୍ବୈତନଗରୀ
ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ଏସିଡ୍ ଆକ୍ରମଣ ଘଟଣା ବଢ଼ି ବଢ଼ି ଚାଲିଛି। କେତେବେଳେ କିଏ ପ୍ରେମରେ ବିଫଳ ହୋଇ ପ୍ରେମିକାକୁ ଏସିଡ୍ ମାଡ଼ କଲାଣି ତ ଆଉ କେତେବେଳେ କେହି ଜାଗାବାଡ଼ି ବିବାଦକୁ ନେଇ ହେଉ କିମ୍ବା ସୁଧ କାରବାରକୁ ନେଇ। ଦୁଇ ଦିନ ତଳେ ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ଫାଟକ ନିକଟରେ ଏକ ବିହାରୀ ଦମ୍ପତି ପରସ୍ପର ଝଗଡ଼ା ଲାଗିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପତ୍ନୀ ନିଜ ପତିଙ୍କ ଦେହରେ ଏସିଡ୍ […]