ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ; ଅନ୍ୟ ଜାତିରେ ବିବାହ କାରଣରୁ ହୋଇଥିଲେ ଗାଁରୁ ବାସନ୍ଦ
ଆଠମଲ୍ଲିକ ୨୪/୦୯: ଘରୋଇ କଳିରୁ ନବବିବାହିତ ଯୁବକର ଆତ୍ମହତ୍ୟା । ଏପରି ଘଟଣା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଚିନ୍ତାମଣୀପୁର ଗାଁରେ ଦେଖିବାକୁ ମିଳିଛି। ଗାଁ ର ବିରାଗି କୁଦେଇ ଗତ ବର୍ଷ ପାଇକସାହି ଗ୍ରାମର ଲଷ୍ମୀ କୁଦେଇଙ୍କୁ ପ୍ରେମ ବିବାହ କରଥିଲେ। ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ ପରିବାର ଓ ଗାଁ ରୁ ବାସନ୍ଦ କରାଯାଇଥିଲା। ଚଳିତ ସପ୍ତାହ ବୁଧବାର ବିରାଗିର ଓ ଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା ହେଇଥିଲା ।ପରେ ବିରାଗି ଆଉ ଘରକୁ […]