ବେବି ସାୱରର ମଜା ଉଠାଇଲେ ବିପାଶା, ପିଙ୍କ୍ ଗାଉନ୍ରେ ଆସିଲେ ନଜର
ମୁମ୍ଵାଇ ୨୪।୦୯: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ତାଙ୍କର ପ୍ରଥମ ଗର୍ଭଧାରଣ ପର୍ଯ୍ୟାୟକୁ ବହୁତ ଉପଭୋଗ କରୁଛନ୍ତି। ନିକଟରେ ବିପାଶା ବସୁ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ବେବି ସାୱାର କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବିପାଶା ବସୁ ତାଙ୍କ ବେବି ସାୱାର ସମାରୋହରେ ସୁନ୍ଦର ଦେଖାଯାଉଥିଲେ ଏବଂ ତାଙ୍କ ଫଟୋ ଦେଖିବା ପରେ […]