ପୁଣି ରୋଗୀଙ୍କ ଜୀବନ ସହ ଖେଳ: ଏସ୍ସିବି ପରିସର ଦୋକାନରେ ଏକ୍ସପାରି ଔଷଧ
କଟକ: କଟକ ବଡ଼ ଡାକ୍ତରଖାନାରେ ପୁଣି ରୋଗୀଙ୍କ ଜୀବନ ସହ ଖେଳ ଭଳି ଏକ ଉଦ୍ବେଗଜନକ ଘଟଣା ସାମ୍ନାକୁ ଆସିଛି। ଏସ୍ସିବି ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋର୍ରୁ ରୋଗୀ କିଣିଥିବା ଉଚ୍ଚ ରକ୍ତଚାପ ଔଷଧର ଏକ୍ସପାରି ଅବଧି ସରି ଯାଇଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଯେଉଁ ଉଚ୍ଚ ରକ୍ତଚାପ ଔଷଧ ଦିଆଯାଇଥିଲା, ତାହାର ଏକ୍ସପାରି ଅବଧି ଗତ ମାସରୁ ସରିଯାଇଥିଲା। ଏ ସଂପର୍କରେ ରୋଗୀ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଏହାକୁ ନେଇ ହଟଚମଟ […]