ଜମାକାରୀଙ୍କ ମୁଣ୍ଡରେ ଚଡକ, ହଜାରରୁ ଅଧିକ ଲୋକଙ୍କୁ ଠକି ଆରପାରିରେ ପୋଷ୍ଟମାଷ୍ଟର
ଆନନ୍ଦପୁର ୧୪/୧୦: ଆନନ୍ଦପୁର ଉପଖଣ୍ଡର ହାଟଡିହି ବ୍ଲକ୍ ଗେଡମା ପୋଷ୍ଟାଲ ବ୍ରାଞ୍ଚରେ ଘୋଟାଲା । ଡାକବିଭାଗର ବିଭିନ୍ନ ସ୍କିମ୍ରେ ହଜାରେରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ଜମା ଟଙ୍କାକୁ ଚଳୁକରିଛନ୍ତି ପୋଷ୍ଟ ମାଷ୍ଟର । ପୋଷ୍ଟ ଅଫିସରେ ଖୋଲିଥିବା ନିଜ ସଞ୍ଚୟ ଖାତାରେ ଜମା କରି ଆସୁଥିଲେ ଲୋକେ । ଗାଁର ବିଭିନ୍ନ ବର୍ଗର ଲୋକେ ନିଜ କଷ୍ଟଅର୍ଜି ତ ଧନରୁ ପେଟକୁ କାଟି ଭବିଷ୍ୟତ ପାଇଁ ସଞ୍ଚୟ କରୁଥିଲେ । କିଏ ଝିଅ ବାହାଘରକୁ ଆଖିଆଗରେ ରଖି ଟଙ୍କା […]