ଅଜଣା ଗାଡି ଧକ୍କାରେ ଝିଙ୍କ ଗୁରୁତର, ସୁସ୍ଥ ହେବା ପରେ ଛଡାଯିବ ଜଙ୍ଗଲରେ
ଭୁବନ ୨୧/୧୦: ଦିନକୁ ଦିନ ସଫା ହେବାକୁ ବସିଛି ଜଙ୍ଗଲ । ଯାହା ଫଳରେ ବନ୍ୟ ଜନ୍ତୁୁ ଗାଁ ଓ ସହର ମୁହାଁ ହେବାରେ ଲାଗିଛନ୍ତି । ତେବେ ଅନେକ ଦୁର୍ଘଟଣାର ଶିକାର ହୋଇ ମରଣ ମୁହଁରେ ପଡୁଛନ୍ତି । ଭୁବନ ଥାନା ଜାତୀୟ ରାଜପଥ ୫୩ରେ ବିଭିନ୍ନ ସମୟରେ ଭାଲୁ, ସିଆଳ, ଏପରିକି ଅନେକ ପଶୁ ଗାଡି ଧକ୍କାରେ ଜୀବନ ହରାଉଛନ୍ତି । ଏହି କ୍ରମରେ ଗୁରୁବାର ରାତିରେ ଭୁବନ ଥାନା ଭୁଷଳ ମଠ ନିକଟରେ […]