ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ବାୟୋପିକ୍ରେ କାମ କରିବାକୁ ଚାହୁଁଛନ୍ତି ରଶ୍ମିକା
ମୁମ୍ଵାଇ ୨୪।୧୦: ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ‘ଗୁଡବାୟ’ ଜରିଆରେ ବଲିଉଡ୍ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତାଙ୍କ ଭଳି ଭେଟେରାନ୍ କଳାକାରଙ୍କ ସହିତ ସ୍କ୍ରିନ୍ ସେୟାର କରିବାର ସୁଯୋଗ ପାଇଛନ୍ତି । ଆଗକୁ ତାଙ୍କୁ ‘ଆନିମଲ୍’ ଓ ‘ମିସନ୍ ମଜ୍ନୁ’ ଭଳି ଫିଲ୍ମରେ ଦେଖିବାକୁ ମିଳିବ । ଏହି ପରିପ୍ରେକ୍ଷୀରେ ନିକଟରେ ଏକ ସାକ୍ଷାତକାରରେ ରଶ୍ମିକା ନିଜର ସ୍ୱପ୍ନର ଭୂମିକା ସଂପର୍କରେ […]