ନିର୍ବାଚନୀ ଇତିହାସରେ ପଦ୍ମପୁର: କିଏ କେବେ ଜିତିଲେ
ସମ୍ବଲପୁର ଜିଲ୍ଲା ବରଗଡ଼ ସବ୍ଡିଭିଜନ ଅଧୀନରେ ଥିଲା ପଦ୍ମପୁର ଅଂଚଳ। ବ୍ରିଟିଶ ଶାସନ ସମୟରେ ବୋଡ଼ାସମ୍ବର ଜମିଦାର ରାଜା ଉପାଧି ପାଇଥିଲେ। ଲାଲ ରଣଜିତ ସିଂ ବରିହାଙ୍କ ପିତା ରାଜେନ୍ଦ୍ର ସିଂ ବରିହା ପ୍ରାକ୍ ସ୍ବାଧୀନତା ପ୍ରଥମ ବିଧାନସଭା ୧୯୩୭ରେ କନିକା ରାଜା ନେତୃତ୍ବରେ ପରିଚାଳିତ ୟୁନାଇଟେଡ଼ ପ୍ରାର୍ଥୀ ଭାବରେ ପଶ୍ଚିମ ବରଗଡ଼ରୁ ଲଢ଼ି କଂଗ୍ରେସ ପ୍ରାର୍ଥୀ ସମ୍ବଲପୁର କଂସାରୀପଡ଼ାର ସ୍ବାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ଲାଠଙ୍କଠାରୁ ପରାସ୍ତ ହୋଇଥିଲେ। ସମ୍ବଲପୁର ଜିଲ୍ଲା କଂଗ୍ରେସ ଗୌରାଙ୍ଗ ମେହେରଙ୍କୁ ପ୍ରାର୍ଥୀ […]









