ଗୋଟିଏ ଦିନରେ ଚୋରି, ୭ଟି ବସ୍ରେ କଳା କନା ବୁଲାଇଲେ
କଣ୍ଟାବାଞ୍ଜି ୧୪/୧୧: କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି । ବିଲମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ । ଚୋରମାନେ ଏକା ଥରକେ ୭ଟି ଅଧି ବସ୍ରୁ ଚୋରି କରିଥିବା ବେଳେ କିଏ କିଛି ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବସ ଷ୍ଟାଣ୍ଡରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କେମିତି ଚୋର ମାନେ ବସ୍ରୁ ଚୋରି କରିବାରେ ସଫଳ ହେଲେ ତାହା ବର୍ତମାନ ସମୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି […]









