ଫୁଲ ଦଳ ଏପ୍ରିଲ୍ ଫୁଲ୍ କଲା: ପ୍ରସନ୍ନ
ବରଗଡ଼ : ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିନଥିବା ବିଜେପି ବିରୋଧରେ କଡ଼ା ଟିପ୍ପଣୀ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସନ ପ୍ରସନ୍ନ ଆଚାର୍ଯ୍ୟ। ଫୁଲ ଦଳ ‘ଏପ୍ରିଲ୍ ଫୁଲ’ କଲା ବୋଲି କହିଛନ୍ତି। ସାଂସଦ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ବୀମା ପାଇଁ ଚାଷୀମାନେ ଆନ୍ଦୋଳନ କରିବା ଯଥାର୍ଥ। କିନ୍ତୁ, ଚାଷୀଙ୍କୁ ଭୁଆଁ ବୁଲାଇ ବିଜେପି ‘ଚୋର୍ ମଚାଏ ସୋର୍’ ଭଳି ଆଚରଣ କରୁଛି। କାରଣ ପ୍ରଧାନମନ୍ତ୍ରୀ ଫସଲ ବୀମା କେବଳ କେନ୍ଦ୍ର […]









