ପୋଷା କୁକୁର ରଖୁଥିଲେ ସାବଧାନ, ଏଣିକି ବାଧ୍ୟତାମୂଳକ ହେବ ପଞ୍ଜୀକରଣ
ଭୁବନେଶ୍ୱର ୧୮/୧୧: ପୋଷା କୁକୁର ରଖୁଛନ୍ତି କି? ସାବଧାନ । ଘରେ କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମ୍ସି ପାଖରେ ପଞ୍ଜୀକରଣ କରିବାକୁ ହେବ । ନଚେତ୍ କୁକୁର ରଖିବାକୁ ଅନୁମତି ମିଳିବନି । ଖୁବ୍ଶୀଘ୍ର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର (ଏସ୍ଓପି) ଆସିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ପୋଷା କୁକୁର ରଖିବାକୁ ନେଇ ଇନ୍ଫୋସିଟି ଅଞ୍ଚଳରେ ତୁମୁଳକାଣ୍ଡ ହେବା ପରେ ବିଏମ୍ସି ନୂଆ ଗାଇଡଲାଇନ୍ ଆଣିବାକୁ ଯାଉଛି […]









