ଅଜା ହେଲେ ମୁକେଶ ଅମ୍ଵାନୀ, ଯମଜ ସନ୍ତାନକୁ ଜନ୍ମ ଦେଲେ ଝିଅ ଇଶା
ପ୍ରସିଦ୍ଧ ବିଜନେସ୍ମ୍ୟାନ ମୁକେଶ୍ ଅମ୍ଵାନୀ। ବର୍ତ୍ତମାନ ତାଙ୍କ ଅମ୍ଵାନୀ ପରିବାରରେ ଖୁସିର ମାହୋଲ ଖେଳି ଯାଇଛି। ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଅଜା ହୋଇଛନ୍ତି। ତାଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଇଶା ଶନିବାର ଦିନ ଏକ ପୁଅ ଏବଂ ଝିଅକୁ ଜନ୍ମ ଦେଇଛନ୍ତି। ଶିଶୁକନ୍ୟାର ନାମ ଆଦିଆ ଥିବାବେଳେ ଶିଶୁପୁତ୍ରର ନାମ କୃଷ୍ଣ। ଇଶା ଜଣାଶୁଣା ଶିଳ୍ପପତି ପିରାମଲ ଗ୍ରୁପର ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ। ବିବାହ ପରେ ଦୁହେଁ […]









