ଅବକାରୀ ବିଭାଗର ଚଢ଼ାଉ,୧୩୫ ଗ୍ରାମ ଡ୍ରଗ୍ସ ଜବତ, ମହିଳା ଗିରଫ
ନୀଳଗିରି,୨୧/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ରାଜନଗର ଅଞ୍ଚଳରେ ଚଢାଉ । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଡ୍ରଗ୍ସ ବିକ୍ରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖାଯାଇ ଥିବା ସୁଚନା ମିଳିଛି । ତାଙ୍କ ପାଖରୁ ୧୩୫ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି । ତେବେ ବାଲେଶ୍ଵର ଅବକାରୀ ବିଭାଗ ପାଖରେ ଡ୍ରଗ୍ସ ବିକ୍ରି ଖବର ଥିବାବେଳେ ନଳଗିରି ଅବକାରୀ ବିଭାର କିପରି ଜାଣି ପାରିଲା ନାହିଁ […]









