ହ୍ରାସ ପାଉଛି ଦମ୍ପତିଙ୍କ ପ୍ରଜନନ କ୍ଷମତା: ଏମ୍ସରେ ପ୍ରତିଷ୍ଠା ହେବ ଆଇବିଏଫ୍ କେନ୍ଦ୍ର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ରାଜ୍ୟରେ ହ୍ରାସ ପାଉଛି ଦମ୍ପତିଙ୍କ ପ୍ରଜନନ କ୍ଷମତା। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ୧୯୯୨-୯୩ (ଏନ୍ଏଫ୍ଏଚ୍ଏସ୍-୧)ରେ ପ୍ରଜନନ ହାର ୨.୯% ଥିବା ବେଳେ ୨୦୧୯-୨୧ (ଏନଏଫଏଚଏସ-୫)ରେ ୧.୮ %ରେ ପହଞ୍ଚିଛି। ଏହି ହାର ୧୯୯୮-୯୯ରେ ୨.୫%, ୨୦୦୫-୦୬ରେ ୨.୪%, ୨୦୧୫-୧୬ରେ […]









