ବିବାଦରେ ମାଟ୍ରିକ୍ ପରୀକ୍ଷା ପରିଚାଳନା ବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍ଫ ସେଣ୍ଟର
କଟକ : ମାଟ୍ରିକ୍ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଛାତ୍ରଛାତ୍ରୀ ନିଜ ସ୍କୁଲ୍ରେ ପରୀକ୍ଷା ଦେବା ନିୟମକୁ ଉଚ୍ଛେଦ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। କିନ୍ତୁ, ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବନ୍ଦିସାହି-ମୁଟୁଣିଆସ୍ଥିତ ୟୁଜିଏମ୍ଏସ୍ ବିଦ୍ୟାପୀଠ ସେଲ୍ଫ ସେଣ୍ଟର ହୋଇଥିବାରୁ ଦଶମ ଛାତ୍ରଛାତ୍ରୀ ନିଜ ସ୍କୁଲ୍ରେ ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୧) ପରୀକ୍ଷା ଦେଉଛନ୍ତି। ତିନି ଦିନ ପରୀକ୍ଷା ଚାଲିଥିଲେ ମଧ୍ୟ ଏ ବିଷୟରେ ବୋର୍ଡ ପାଖରେ ଖବର ନାହିଁ। ଏଭଳି ପରୀକ୍ଷା କେନ୍ଦ୍ର […]









