ମାଳି ପର୍ବତ ବକ୍ସାଇଟ ଖଣିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ପରିବେଶ ମଞ୍ଜୁରୀ ପାଇଁ ପୁଣି ହେବ ଜନଶୁଣାଣି
କଟକ : ମାଳି ପର୍ବତ ବକ୍ସାଇଟ ଖଣି ପ୍ରକଳ୍ପ ସଂପର୍କିତ ପରିବେଶ ମଞ୍ଜୁରୀ ପାଇଁ ସାନି ଜନଶୁଣାଣି ଅନୁଷ୍ଠିତ ହେବ। ଗୁରୁବାର ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅନୁଷ୍ଠିତ ଜନଶୁଣାଣିକୁ ବିରୋଧ କରି ଦାୟର ମାମଲାର ଶୁଣାଣି ସମୟରେ ମାମଲାର ସମସ୍ତ ପକ୍ଷ ପୁନର୍ବାର ଜନଶୁଣାଣି ଆୟୋଜନ ପାଇଁ ସହମତି ପ୍ରକାଶ କରିଥିଲେ। ସବୁ ପକ୍ଷ ରାଜି ହେବା ପରେ ହାଇକୋର୍ଟ ଆଜି ଏ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସମଗ୍ର ଜନ […]









