ନିଜେ କରିଥିବା ନିୟମ ଭାଙ୍ଗିଛି ଉଚ୍ଚ ଶିକ୍ଷା ବିଭାଗ: ଜିଲ୍ଲା ପରିଷଦ ସଭ୍ୟ କଲେଜ ସଭାପତି!
କେନ୍ଦ୍ରାପଡ଼ା : କଲେଜ ପରିଚାଳନା ପରିଷଦର ସଭାପତି କୌଣସି ରାଜନୈତିକ ବ୍ୟକ୍ତିବିଶେଷ ରହିପାରିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି। ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ ସଭାପତି ହେବାର ଯୋଗ୍ୟତା କ’ଣ ରହିବ। ୨୦୨୦, ସେପ୍ଟେମ୍ବର ୧ତାରିଖରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା ଏହି ବିଜ୍ଞପ୍ତିର ଖୋଲା ଉଲ୍ଲ˚ଘନ ହୋଇଛି ମାର୍ଶାଘାଇସ୍ଥିତ କରିଲୋପାଟଣା କଲେଜରେ। ସରକାରଙ୍କ ସବୁ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଏଠାରେ ବିଜେଡିର ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କୁ କଲେଜ ପରିଚାଳନା ପରିଷଦ […]









