ଯୁକ୍ତ୨ ପରୀକ୍ଷା ଦେବେ ସାଢ଼େ ୩ ଲକ୍ଷ; ଜାନୁଆରିରେ ପ୍ରାକ୍ଟିକାଲ, ମାର୍ଚ୍ଚରେ ଥିଓରି ପରୀକ୍ଷା
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରିରେ ଅନୁଷ୍ଠିତ ହେବ। ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଜାନୁଆରି ଶେଷ ସପ୍ତାହରୁ ପରୀକ୍ଷା ଆରମ୍ଭ କରିବାକୁ ପରିଷଦ ଯୋଜନା ପ୍ରସ୍ତୁତ କରିଛି। ସେହିପରି ପ୍ରତିବର୍ଷ ପରି ଏଥର ମଧ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହରେ ଥିଓରି ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଦୁଇ ବର୍ଷ ହେଲା କୋଭିଡ୍ ସଂକ୍ରମଣ ଯୋଗୁଁ […]









