ଛତିଶଗଡ଼ରେ ବଡ଼ ପଦକ୍ଷେପ: ନକ୍ସଲଙ୍କ ସହ ମୁହାଁମୁହିଁ ଲଢ଼ିବେ ‘ବସ୍ତର୍ ଫାଇଟର୍’
ମାଲକାନଗିରି : ନକ୍ସଲ ଦମନ ପାଇଁ ପଡ଼ୋଶୀ ଛତିଶଗଡ଼ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସେଠାକାର ସରକାର ନକ୍ସଲଙ୍କ ସହ ମୁହାଁମୁହିଁ ଲଢ଼େଇ କରିବାକୁ ସ୍ଥାନୀୟ ଯୁବକଙ୍କୁ ନେଇ ଗଠନ କରିଛନ୍ତି ‘ବସ୍ତର ଫାଇଟର’। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ନକ୍ସଲ ସଙ୍ଗଠନ ଦୁର୍ବଳ ହୋଇଥିବା ବେଳେ ଛତିଶଗଡ଼ରେ ସଂଗଠନକୁ ଶକ୍ତିଶାଳୀ କରିବାକୁ ନକ୍ସଲ ଯୋଜନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପ୍ରାୟ ୨୧ହଜାର […]









