ଏସ୍ସିବିରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ, ୨୯ରୁ କାର୍ଡିଓଲୋଜି ବିଭାଗରେ ଖୋଲିବ ହାର୍ଟ ଫେଲୁଅର୍ କ୍ଲିନିକ୍
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : କଟକ ବଡ଼ ଡାକ୍ତରଖାନାରେ ଆରମ୍ଭ ହେବ ହୃତ୍ପିଣ୍ଡ (ହାର୍ଟ) ପ୍ରତିରୋପଣ ବ୍ୟବସ୍ଥା। ଏଥିପାଇଁ ଅନୁମତି ମିଳିସାରିଥିବା ବେଳେ ଏବେ ଡିସେମ୍ବର ୨୯ ତାରିଖରୁ ହାର୍ଟ ଫେଲୁଅର କ୍ଲିନିକ୍ କାର୍ଡିଓଲୋଜି ବିଭାଗରେ ଖୋଲାଯିବ। ଏସ୍ସିବି କାର୍ଡିଓଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର […]









