ସଭାପତି, ଉପସଭାପତିଙ୍କ ମର୍ଜିରେ ବୋର୍ଡ, ମୃତ ଲୋକ ବି ସାଧାରଣ ପରିଷଦ ସଭ୍ୟ!
କଟକ : ପାଞ୍ଚବର୍ଷରେ ଥରେ ଗଠନ ହେବାକଥା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସାଧାରଣ ପରିଷଦ। ୯ ବର୍ଷ ନୂଆ ସାଧାରଣ ପରିଷଦ ଗଠନ ହୋଇନି। ପୂର୍ବ ପ୍ରଚଳିତ ନିୟମ ଅନୁସାରେ ସାଧାରଣ ପରିଷଦ ବୈଠକ ବର୍ଷକୁ ଅତି କମ୍ରେ ଦୁଇଥର ବସିବା କଥା। କିନ୍ତୁ, ତାହାକୁ ବଦଳାଇ ବର୍ଷକୁ ଥରେ ବୈଠକ ବସିବାର ନିୟମ କରାଯାଇଛି। ତଦନୁଯାୟୀ, ଗତ ଡିସେମ୍ବରରେ ପରିଷଦର ବୈଠକ ବସିଥିଲା। ଏହି ବୈଠକରେ ବୈଠକରେ ଉପସ୍ଥିତ ସଭ୍ୟମାନଙ୍କ ପ୍ରସ୍ତାବକୁ ବାଏଁ ବାଏଁ […]









