ବିହାରରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଏସ୍କର୍ଟ ଗାଡ଼ି ଓଲଟି ପୁଲିସ ଆହତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ରବିବାର ରାତିରେ ବକ୍ସର୍ରୁ ପାଟନା ଯିବା ବାଟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଗାଡ଼ି ସହ ଯାଉଥିବା ଗୋଟାଏ ପୁଲିସ ଜିପ୍ ଓଲଟିପଡ଼ିବାରୁ କେତେ ଜଣ ପୁଲିସ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଡୁମରାଓ ଅନ୍ତର୍ଗତ ମଠୀଲା-ନାରାୟଣପୁର ରାସ୍ତାରେ […]









