ବିପଦରେ ମହାବଳ: ୧୨ ଦିନରେ ଦେଶରେ ମଲେଣି ୭
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ୨୦୨୨ରେ ଦେଶରେ ୧୧୭ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଓଡ଼ିଶାର ଦୁଇଟି ରହିଛନ୍ତି। ମେ’ ୧୯ରେ ବାରିପଦା ସର୍କଲର କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ୍ର ବ୍ରାହ୍ମଣୀପାଳ ରେଞ୍ଜର ଏକ ଗ୍ରାମରେ ଗୋଟିଏ ବାଘର ମୃତ୍ୟୁ ହୋଇଥିଲା। ଉକ୍ତ ମହାବଳ […]









