ପତ୍ନୀ ଓ ପୁଅ ଅପହରଣ ପୁଲିସ ତଦନ୍ତ ଆରମ୍ଭ
କେନ୍ଦ୍ରାପଡ଼ା ପାଖରେ ରହି ପରୀକ୍ଷା ଦେବାକୁ ସୁବିଧା ହେବ ବୋଲି ବ୍ୟବସ୍ଥା କରାଇଲେ । ୨ ଦିନ କାଳ ନିଜ ଗାଡ଼ିରେ ନେବା ଆଣିବା ମଧ୍ୟ କଲେ । ପରେ ବସ୍ରେ ପତ୍ନୀ ଓ ପୁଅକୁ ସାଙ୍ଗରେ ନେଇ ପରୀକ୍ଷା ଦେବାକୁ ଯାଇଥିଲେ ଯେ ଆଉ ଘରକୁ ଫେରି ନଥିଲେ ଶେଷରେ ଖୋଜାଖୋଜି କରିବାରୁ ଜଣାପଡ଼ିଥିଲା ଯେ କୌଣସି ବ୍ୟକ୍ତି ତାଙ୍କ ପତ୍ନୀ ଓ ପୁଅକୁ ଅପହରଣ କରିନେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଡେରାବିଶ […]