କ୍ରାଇମ୍ ପେଟ୍ରୋଲ୍ ଦେଖି ଲୁଟିଲେ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ, ପ୍ରେମିକ ସହ ବନ୍ଧା ହେଲେ
କଟକ, ୦୪/୦୬: କ୍ରାଇମପେଟ୍ରୋଲ ଦେଖି ଲୁଟ କରି ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ । ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଗରିଫ ଅଭିଯୁକ୍ତ ହେଲେ ପିଙ୍କି ଓରଫ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ପୁଚୁ ଓରଫ ଅରବିନ୍ଦ ନାୟକ। ପୋଲିସ କହିବା ଅନୁସାରେ ପିଙ୍କି ଓରଫ ପ୍ରିୟଙ୍କା ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ ଭାବେ କାମ […]