କନ୍ଧମାଳ ଜିଲ୍ଲା ରେ ୭୩ଟି ରୂପାନ୍ତରିକରଣ ହାଇସ୍କୁଲ ଉଦ୍ଘାଟିତ ହୋଇଥିଲା
କନ୍ଧମାଳ ଜିଲ୍ଲା ରେ ଦିତୀୟ ପଯ୍ୟୋୟରେ ହାତକୁ ନିଆଯାଇଥିବା ୭୩ ଟି ରୂପାନ୍ତରିକରଣ ହାଇ ସ୍କୁଲ କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୂଆଲ ମୋଡ଼ ରେ ଉଦ୍ ଘାଟନ କରିଥିଲେ । ଚକାପାଦ ବ୍ଲକ ରେ ସରକାରୀ ହାଇସ୍କୁଲ ଶଙ୍କରାଖୋଲ ଠାରେ ଜିଲ୍ଲା ସ୍ତରୀୟ ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ର ମଣି କହଁର, ଦାରିଙ୍ଗବାଡି ବିଧାୟକ […]