ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ୟୁଜି-ପିଜି ନାମଲେଖା, ସାମ୍ସରେ ଦାଖଲ ହେବନି ନାମଲେଖା ଫି’

ଭୁବନେଶ୍ୱର ୦୫।୦୬ : ଏଣିକି ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖାରେ ସାମ୍ସରେ ଆଉ ନାମଲେଖା ଫି ଦାଖଲ ହେବନି । ଯେଉଁ କଲେଜରେ ଛାତ୍ରଛାତ୍ରୀଙ୍କ ଚୟନ ହେବ ସେଠାରେ ନାମଲେଖା ସରିବ ପରେ ହିଁ ନାମଲେଖା ଫି’ ଦାଖଲ କରିବେ । ପୂର୍ବବର୍ଷ ଭଳି ଇ-ଆଡମିଶନରେ ଫି ଦାଖଲ କରାଯିବନି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

କଳା ଓ ସଂସ୍କୃତି ରାଜ୍ୟ

ମହା-ଆଡମ୍ବରରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା, ବ୍ରହ୍ମମୂହୁର୍ତ୍ତରେ ପଡିଲା ଦେବଦମ୍ପତ୍ତିଙ୍କ ହାତଗଣ୍ଠି

ସମ୍ୱଲପୁର ୦୫/୦୬ : ମହା ଆଡମ୍ବରରେ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ୟକ୍ରମ । ବ୍ରହ୍ମମୂହୁର୍ତ୍ତରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ୱର ବାବାଙ୍କ ସମେତ ସବୁ କମିଟିର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଶୁଭ ଲଗ୍ନରେ କନ୍ୟାପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡିଛି । କରୋନା କଟକଣା ହଟିଥିବାରୁ ୨ ବର୍ଷ ପରେ ଆଡମ୍ବର ପୂର୍ଣ୍ଣ ହୋଇଛି ବାହାଘର । ଭବ୍ୟ ପଟୁଆରାରେ […]

ଅପରାଧ ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା,୨ ଗୁରୁତର

କରଞ୍ଜିଆ ୦୫/୦୬: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ଦୁଇ ଗୁରୁତର । ଆଜି ସକାଳ ୬ ଘଟିକା ସମୟରେ କାଠକରଞ୍ଜିଆ ପୋଲ ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଟ୍ରକରେ ଦୁଇଜଣ ଡ୍ରାଇଭର ଚାପି ହୋଇ ଗୁରୁତର ହଇଥିଲେ । ତେବେ ଘଟଣା ସ୍ଥଳରୁ ୧୦୩୩ […]

ଅପରାଧ ରାଜ୍ୟ

ବିପଦରେ ଏବେ ପ୍ରେମୀଯୁଗଳଙ୍କ ଜୀବନ : ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଯୁବତୀ

କଟକ/ନିଆଳି ୦୫।୦୬: ନିଆଳି ବରମୁଣ୍ଡାଇ ଗାଁରେ ପ୍ରେମ ବିବାହକୁ କେନ୍ଦ୍ର କରି ପୁଅର ବାପାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଝିଅ ଘର ଲୋକେ । ଝିଅ ଭିଡିଓ କରି ଉଭୟଙ୍କୁ ଉଦ୍ଧାର ପାଇଁ ଅପିଲ କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି । ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ଝିଅଘର ଲୋକଙ୍କ କବଳରୁ ଉଭୟ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଅପିଲ କରିଛନ୍ତି ସଂପୃକ୍ତ ଯୁବତୀ । ତେବେ କ’ଣ ରହିଛି ପୂରା ଘଟଣା ସେ […]

ଅପରାଧ ରାଜ୍ୟ

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଘଟଣା: ବନ୍ଧାହେଲେ ଦୁଇ ଅଭିଯୁକ୍ତ

ବୌଦ୍ଧ ୦୫/୦୬: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଗତ ଶୁକ୍ରବାର ରାତିରେ ତାଲା କାଟି ପ୍ରାୟ ଲକ୍ଷେ ଟଙ୍କା ଚୋରି କରିନେଇଥିବା ଘଟଣାରେ ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତିରେ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ ଗେଟର ତାଲା କାଟି ବ୍ୟାଙ୍କର ୧ ଲକ୍ଷ ଟଙ୍କା ଚୋରୀ କରିନେଇଯାଇଥିଲେ । ଏନେଇ ବ୍ୟାଙ୍କ ପକ୍ଷରୁ ପୁରୂଣାକଟକ […]

ଅପରାଧ ରାଜ୍ୟ

ଆଠଗଡ଼ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ଗାର୍ଡ ଓ ଫରେଷ୍ଟର ନିଲମ୍ବିତ

ଆଠଗଡ଼ ୦୫/୦୬: ଆଠଗଡ ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଖବର ପ୍ରସାରଣ ପରେ ନିଲମ୍ୱିତ ହେଲେ ଗାର୍ଡ ଓ ଫରେଷ୍ଟର । ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସଟିଏଫ୍ । ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ୱିତ କଲେ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ଉଭୟକୁ ନିଲମ୍ୱିତ କରାଯାଇଛି । ଗତ ୩ ତାରିଖରେ ଆଠଗଡ଼ ବନଖଣ୍ଡ ବଡମ୍ବା […]

ରାଜ୍ୟ ରାଶିଫଳ

ଆଜିର ରାଶିଫଳ

ମେଷ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ପ୍ରଗତିରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି | କଠିନ ପରିଶ୍ରମ ସହିତ, ଆପଣ କିଛି ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିପାରିବେ | ଆପଣ ନିଜ କାର୍ଯ୍ୟରେ ଜଣେ ବନ୍ଧୁଙ୍କ ସାହାଯ୍ୟ ନେଇପାରିବେ | ପରିବାରରେ କିଛି ଭଲ ଖବର ଆସିପାରେ | ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ସମୟ ଏବଂ ଶକ୍ତି ରଖନ୍ତୁ, କିନ୍ତୁ ଆପଣଙ୍କ ସହ କୌଣସି ସମ୍ପର୍କ ନଥିବା ବିଷୟଗୁଡ଼ିକରେ ଜଡିତ ହୁଅନ୍ତୁ ନାହିଁ | ବୃଷ ଆଜି […]

ଅପରାଧ ଦେଶ ବିଦେଶ

ଦ୍ରୁତ ଗତିରେ ଆସି ଟ୍ରକ୍‌ ସହ ଧକ୍କା ହେଲା କାର୍‌, ଚାଲିଗଲା ୩ ଶିଶୁଙ୍କ ସମେତ ୫ ଜୀବନ

ସଙ୍ଗଲି, ୦୫/୦୬: ଦ୍ରୁତ ଗତିରେ ଆସି ଟ୍ରକ୍‌କୁ ଧକ୍କା ଦେଇଛି କାର୍ । ଫଳରେ ଘଟଣା ସ୍ଥଳରେ ୩ ଜଣ ଶିଶୁଙ୍କ ସହ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମହାରାଷ୍ଟ୍ର ସଙ୍ଗଲି ଜିଲ୍ଲାର ପୁନେ-ବେଙ୍ଗାଲୁରୁ ରାଜପଥରେ ଘଟିଛି । ଏହି ଦୁର୍ଘଟଣା ଶନିବାର ଉପରବେଳା ଘଟିଛି । ସଙ୍ଗଲିର କେସଗାଁଓ ନିକଟସ୍ଥ ୟେୱାଲୱାଡି ଫାଟ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଂଲାଦେଶ କଣ୍ଟେନର ଡିପୋରେ ଭୟଙ୍କର ନିଆଁ : ୩୩ ମୃତ, ୪୫୦ ଆହତ

ନୂଆଦିଲ୍ଲୀ ୦୫/୦୬: ବାଂଲାଦେଶରେ ଶନିବାର ବିଳମ୍ବିତ ରାତ୍ରରେ ଏକ ବଡ ଅଘଟଣ ଘଟିଛି । ଏଠାକାର ସୀତାକୁଣ୍ଡା ଉପଜିଲ୍ଲାରେ ଥିବା ଏକ ଡିପୋରେ ନିଆଁ ଲାଗି ବିସ୍ଫୋରଣ ହୋଇଛି । ଯେଉଁଥିରେ ୩୩ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି । ଚିଟାଗଙ୍ଗ ମେଡିକାଲ କଲେଜ ଓ ହସ୍ପିଟାଲ ପୋଲିସ ଥାନା ଅଧିକାରୀ ଅଲାଉଦ୍ଦୀନ ତାଲୁକଦାର କହିଛନ୍ତି ଯେ, ସକାଳ ୧୦ଟା ୩୦ ସୁଦ୍ଧା ୩୩ ଜଣ ପ୍ରାଣ ହରାଇଛନ୍ତି […]

ଅପରାଧ ରାଜ୍ୟ

ସାଇବର ପୋଲିସ ପଞ୍ଝାରେ ସାଇବର ଠକ, ଚାକିରି ଦେବାକୁ ଠକିଥିଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର ୦୫।୦୬: ସାଇବର ଥାନା ପୋଲିସ ହାତରେ ସାଇବର ଠକ । ଚାକିରି ଦେବା ଆଳରେ ଠକିଥିଲା ଲକ୍ଷାଧିକ ଟଙ୍କା । ଗିରଫ ସାଇବର ଠକଙ୍କ ନାମ ଦିଲ୍ଲୀପ ବେହେରା ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ, ନାଲକୋ, ଏନଟିପିସି, ଲାନକୋ, ସିମ୍ପ୍ଲେକ୍ସ ଭଳି ବଡ଼ ବଡ଼ କମ୍ପାନୀ ରେ ଚାକିରୀ ଦେବା ନାଁରେ ଠକେଇ କରିଥିଲା। ବିଭିନ୍ନ ଖବରକାଗଜ ମାଧ୍ୟମରେ ଆଡ୍ ଦେବା ସହ ଅନଲାଇନ ପେମେଂଟ ନେଇଥିଲା ଠକ ଦିଲ୍ଲୀପ ବେହେରା। ମଞ୍ଚେଶ୍ୱର ଥାନା […]