କଟକରେ ରାଜ୍ୟ କୁସ୍ତି ଆରମ୍ଭ
କଟକ: ଓଡ଼ିଶା କୁସ୍ତି ସ˚ଘ ଆନୁକୂଲ୍ୟରେ ରାଜ୍ୟ ପ୍ରତିଯୋଗିତା ବାରବାଟୀ ଷ୍ଟାଡିୟମସ୍ଥିତ କ୍ଲବ୍ ହାଉସରେ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ୯୫ ପୁରୁଷ ଓ ୬୫ ମହିଳା ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଓଡ଼ିଶା ଅଲିମ୍ପିକ ସ˚ଘର ସାଧାରଣ ସମ୍ପାଦକ ଅଭିଜିତ ପାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଓଡ଼ିଶା କୁସ୍ତି ସ˚ଘର କାଉନସିଲ ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଏବ˚ ଉପସଭାପତି ଦେବେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ କିଶୋର ବେହେରା, କୋଷାଧ୍ୟକ୍ଷ କୁମାର ରାଏ, ଯୁଗ୍ମ […]