କଳା ଓ ସଂସ୍କୃତି ରାଜ୍ୟ

ଠାକୁର ଘର କାନ୍ଥରୁ ବାହାରିଲା ତମ୍ବା ନାଗ, ଦେଖିବାକୁ ଭିଡ

ତେଲକୋଇ, ୨୧/୧୧: ଠାକୁର ଘର କାନ୍ଥରୁ ବାହାରିଲା ତମ୍ବା ନାଗ ।ତମ୍ବା ନାଗ ଚାରିପଟେ ଝୁଣାର ଆସ୍ତରଣ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପଞ୍ଚାୟତ ନୁଆଗଡ ଗାଁରେ । କାନ୍ଥରୁ ତମ୍ବାନାଗ ବାହାରିବା ଘଟଣା ପରେ ଲୋକଙ୍କ ସୁଅ ଛୁଟିଛି । ନୁଆଗଡ ଗାଁର ଆର୍ତ୍ତ ବିନ୍ଧାଣିଙ୍କ ଘରକୁ ଏହି ସାପ ବାହାରିଛି । ତାଙ୍କ ଘର କାନ୍ଥରୁ ତମ୍ବାନାଗ ବାହାରିବା ନେଇ ପ୍ରଥମେ ସ୍ତ୍ରୀ ଆରତୀ ବିନ୍ଧାଣି […]

ଦେଶ ବିଦେଶ ମନୋରଞ୍ଜନ

କ୍ୟାଟ୍ରିନା ଓ ବିକିଙ୍କ ବିବାହରେ VIP ଅତିଥିଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା , ସୁରକ୍ଷା ପାଇଁ ରହିଛି ୧୦୦ଟି ବାଉନ୍ସର

ନୂଆଦିଲ୍ଳୀ ୧୯।୧୧ : ବର୍ତ୍ତମାନ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ବଲିଉଡ ଦମ୍ପତି ସାୱାଇ ମାଧୋପୁରର ସିକ୍ସସେନ୍ସ ଦୁର୍ଗରେ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହରେ ସାମିଲ୍ ହୋଇଥିବା ଅତିଥିଙ୍କ ତାଲିକା ମଧ୍ୟ ସାମ୍ନକୁ ଆସିଛି। ଦମ୍ପତିଙ୍କ ବିବାହ ରାଜକୀୟ ଜାକଜକମରେ ହେବ ବୋଲି ଶୁଣିବାକୁ ମିଳୁଛି । ହେଲେ ନିକଟରେ ଏକ ଖବର ଆସିଥିଲା ​​ଯେ ସେମାନଙ୍କ ବିବାହ କାରଣରୁ ଜୟପୁରରେ ଗାଡିର ବୁକିଂର […]

ଖେଳ ଦେଶ ବିଦେଶ

ଆଉ ଦେଖିବାକୁ ମିଳିବନି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିଅର୍ସଙ୍କ ୩୬୦ ସଟ୍, କ୍ରିକେଟର ସମସ୍ତ ଫର୍ମାଟରୁ ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିଅର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛିନ୍ତି । ଏବି ଗତ ୨୦୧୮ରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହି ସାରିଥିବା ବେଳେ ଏବେ ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଣିକି ଏବି ଆଇପିଏଲ, ବିଗ ବାଶ, ପିଏସଏଲ କି ଅନ୍ୟ କୌଣସି ଲିଗରେ ସାମିଲ ହେବେ ନାହିଁ । ଏନେଇ ସୋସିଆଲ ମିଡ଼ିଆରେ ଏବି ଘୋଷଣା କରିଛନ୍ତି । ତାଙ୍କର କ୍ରିକେଟ ଯାତ୍ରା ଶାନଦାର […]

କଳା ଓ ସଂସ୍କୃତି ରାଜ୍ୟ

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ: ସାଧାରଣ ଦର୍ଶନ ବନ୍ଦ

ପୁରୀ: ପବିତ୍ର କାର୍ତ୍ତିକ ପୂଣ୍ଣିମାରେ କରୋନା କଟକଣା ପାଇଁ ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି। ଫଳରେ ବାହାରୁ ପତିତପାବନ ଦର୍ଶନ କରି ଭକ୍ତଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜାରାଜେଶ୍ୱର ତଥା ସୁନାବେଶ। କାର୍ତ୍ତିକ ପୁଣ୍ଣିମାରେ ପାରମ୍ପାରିକ ରୀତିନୀତି ଅନୁସାରେ ରତ୍ନସିଂହାସନରେ ସୁନାବେଶରେ ଶ୍ରୀଜିଉଙ୍କ ଦର୍ଶନ ମିଳେ। କିନ୍ତୁ କରୋନା କଟକଣା ପାଇଁ ଏବର୍ଷ ସାଧାରଣ ଦର୍ଶନ ବନ୍ଦ ରହିଛି। ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ […]

ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୪୨ କରୋନା ପଜିଟିଭ୍ ଚିହ୍ନଟ, ୪୫ ଜଣ ଶିଶୁ ଓ କିଶୋର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନର କୌଣସି କ୍ଷେତ୍ରରେ ସୁଧାର ହେବ। ନୂଆ କାମ କରିବା ପାଇଁ ଭାବିବେ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବେ। ବୃଷ: ପୂର୍ବ ଅପେକ୍ଷା ଦିନଟି ବହୁତ ଭଲ ରହିବ। ନୂଆ କଥା ଶିଖିବାକୁ ମିଳିବ। ବିଶେଷ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ମିଥୁନ: ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦ୍ବାରା ପ୍ରଭାବିତ ହେବେ। ମନ ଲଗାଇ କାମ କଲେ ସଫଳତା ପାଇବେ। ବନ୍ଧୁ ସହ ସମ୍ବନ୍ଧ ବହୁତ ଭଲ […]

ମନୋରଞ୍ଜନ ରାଜ୍ୟ

ଆଉ ଜଣେ ବାପା: ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ବିନୋଦ

ଦେବୁ ବୋଷ, ବିଜୟ ମହାନ୍ତି, ଅଜିତ ଦାସ, ମୀନକେତନ ଏବଂ ସନ୍ତୋଷ ନାୟକ ପରଲୋକକୁ ଚାଲିଯିବା ପରେ ଏବେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ବାପା ଭୂମିକା ପାଇଁ ଅଭିନେତା ଖୋଜା ପଡ଼ିଛି। ଏ ସମୟରେ ଜଣେ ବାପା ଚରିତ୍ରଙ୍କ ଅଭ୍ୟୁଦୟ ହେଇଛି, ସେ ହେଲେ ବିନୋଦ। ପଲ୍ ପଲ୍ ଦିଲ୍ ଚାହେ, ଗୋଡ଼େଇ ଗୋଡ଼େଇ ଲଭ୍ କରୁଛି, ବେବି ଭାଇ ଆଜ୍ ଆନ୍‌ ଆଡ୍‌ଭୋକେଟ୍, ଇନ୍ଦ୍ରଜାଲ ପରେ ଏବେ ତାଙ୍କୁ ପ୍ରେକ୍ଷାଳୟରେ ନୂଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ରେ ବାପାଙ୍କ […]

ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୨୯ କରୋନା ପଜିଟିଭ୍ ଚିହ୍ନଟ, ୨୯ ଜଣ ଶିଶୁ ଓ କିଶୋର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୯ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ

ଖୁଣ୍ଟୁଣୀ : କଟକ ଜିଲ୍ଲା ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଲାଗି ହୋଇଛି। ରାତି ୩ଟାରେ ଗଜ ଭୋଗ ଉଠିଥିବା ଜଣାଯାଇଛି। ଗୁରୁବାର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବାବା ଧବଳେଶ୍ବରଙ୍କ ହରିହର ବେଶ ଅନୁଷ୍ଠିତ ହେଉଛି। ଗତକାଲି ବଡ଼ଓଷା ପର୍ବ ପାଳନ ହୋଇଛି। କୋଭିଡ କଟକଣା ଅନୁଯାୟୀ ବିନା ଭକ୍ତରେ ନୀତିକାନ୍ତି ହେବା ସହିତ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ଭୁବନ ବିଖ୍ୟାତ ବଡ଼ ସିଙ୍ଗାର ବେଶ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ […]

ଦେଶ ବିଦେଶ ମନୋରଞ୍ଜନ

ଆଲିଆ-ରଣବୀର କପୁରଙ୍କ ପୂର୍ବରୁ ବିବାହ କରିବେ ତାରା ସୁତାରିଆ ! ଜାଣନ୍ତୁ ତାଙ୍କ ମନର ମଣିଷ କିଏ…

ନୂଆଦିଲ୍ଳୀ ୧୮।୧୧ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତାରା ସୁତାରିଆ ଇଣ୍ଡଷ୍ଟ୍ରୀରେ ବେଶ୍ ଜଣାଶୁଣା । ହେଲେ ବର୍ତ୍ତମାନ ସେ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ନେଇ ଖବରରେ ଜୋର ଧରିଛି । ତେବେ ରିପୋର୍ଟରେ କୁହାଯାଇଛି ଯେ ତାଙ୍କର ଆସନ୍ତା ବର୍ଷ ବିବାହ ହୋଇପାରେ । ତାଙ୍କ ପ୍ରେମିକ ଆଦର ଜୈନଙ୍କ ସହ ବିବାହ ବନ୍ଧନରେ ବାନ୍ଧି । ଯଦି ଏହି ଗୁଜବ ସତ ବୋଲି […]