କଙ୍ଗନାଙ୍କ ପାଖକୁ ବାରମ୍ବାର ଆସୁଛି ହତ୍ୟା ଧମକ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହତ୍ୟା କରିବା ନେଇ ଧମକ ମିଳୁଥିବାରୁ ଏନେଇ କଙ୍ଗନା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ କଙ୍ଗନା ଅଭିଯୋଗର କପି ସୋସିଆଲ ମିଡିଆରେ ସେୟାର କରିଛନ୍ତି । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ “ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ମନେ ପକାଇ ମୁଁ ଲେଖିଥିଲି କି ଦେଶଦ୍ରୋହୀ ଆତଙ୍କବାଦୀଙ୍କୁ କେବେ କ୍ଷମା କରାଯାଇପାରିବ ନାହିଁ, ଏଭଳି ଘଟଣା ଦେଶ ଭିତରେ […]