ଦେଶ ବିଦେଶ ମନୋରଞ୍ଜନ

ବିଗ୍ ବିଙ୍କ ଉପରେ ଅଭିଯୋଗ ଆଣିଲେ କପିଲ୍ ଶର୍ମା, କହିଲେ-‘କେବିସିରେ ସୁନ୍ଦର ମହିଳାକୁ ସରଳ ପ୍ରଶ୍ନ ପଚାରନ୍ତି’

ମୁମ୍ବାଇ ୨୦/୧୨: କପିଲ ଶର୍ମା ନିଜର ଚମତ୍କାର କମେଡି ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି। ତାଙ୍କ ଶୋ’କୁ ଆସୁଥିବା ଅତିଥିମାନଙ୍କ ସହିତ ସେ ବହୁତ ମଜା କରନ୍ତି ଏବଂ ସେମାନଙ୍କୁ ମନୋରଞ୍ଜନ କରିବା ପାଇଁ କୌଣସି ଉପାୟ ଛାଡ଼ନ୍ତି ନାହିଁ। ନିକଟରେ କପିଲ ଅମିତାଭ ବଚ୍ଚନଙ୍କ କୁଇଜ ରିଆଲିଟି ଶୋ’ କୌନ ବନେଗା କରୋଡପତୀ ୧୩’ ରେ ସୋନୁ ସୁଦଙ୍କ ସହ ପହଞ୍ଚିଥିଲେ। ଯେଉଁଠାରେ ସେ ବିଗ୍ ବିଙ୍କ ସହିତ ବହୁତ ମଜା […]

ଖେଳ ଦେଶ ବିଦେଶ

ଶେଷ ବଲରେ ହାର୍ ଜିତ୍‌ର ଫଇସଲା : ୧୪୪ ବର୍ଷର ଟେଷ୍ଟ ଇତିହାସରେ ବିରଳ ଘଟଣା

ନୂଆଦିଲ୍ଲୀ ୨୦/୧୨: କ୍ରିକେଟର ସବୁଠାରୁ ପୁରୁଣା ଫର୍ମାଟ ହେଲା ଟେଷ୍ଟ୍ କ୍ରିକେଟ୍ । କିନ୍ତୁ ଦିନିକିଆ ଓ ଟି୨୦ ତୁଳନାରେ ଏହାର ରୋମାଞ୍ଚ ପୂର୍ବାପେକ୍ଷା କମିବାରେ ଲାଗିଛି । କିନ୍ତୁ ଆଜିକୁ ୭୩ ବର୍ଷ ତଳେ ୧୯୪୮ରେ ଟେଷ୍ଟ କ୍ରିକେଟର କ୍ରେଜ୍ ଅଧିକ ଥିଲା । କାରଣ ଏପରି ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ଯାହା ଶେଷ ବଲ୍ ଯାଏଁ ଯାଇଥିଲା । ୧୪୪ ବର୍ଷର ଉତିହାସରେ ଏପରି ଥରଟିଏ ମାତ୍ର ହୋଇଛି । ଯେଉଁଥିରେ ଜିତିବା […]

ରାଜ୍ୟ ସ୍ୱାସ୍ଥ୍ୟ

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା, ଉପାନ୍ତ ଅଞ୍ଚଳରେ ଗୁରୁତର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ଲକ୍ଷ୍ୟ

ଭୁବନେଶ୍ୱର ୨୦।୧୨: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ଲେଖିଲା ଓଡ଼ିଶା । ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖବର ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାକୁ ବାୟୁ ସ୍ବାସ୍ଥ୍ୟ ସେବାରେ ସାମିଲ କରାଯାଇଛି । ଆଜି ଏସସିବିରୁ ଏକ ଡାକ୍ତର ଟିମ ମାଲକାନଗିରିକୁ ଯାଉଛନ୍ତି । ଯେଉଁ ଜିଲ୍ଲାରେ […]

ରାଜ୍ୟ ସ୍ୱାସ୍ଥ୍ୟ

ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍‌, ପରିସ୍ଥିତି ଦେଖି ଲାଗିବ କଟକଣା

ଭୁବନେଶ୍ୱର ୧୯।୧୨: ଓମିକ୍ରନ୍‌ ଚାରିଆଡ଼େ ବ୍ୟାପିବା ଚିନ୍ତାଜନକ । ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ଜଣ ବିଦେଶ ଫେରନ୍ତା କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୪ଜଣଙ୍କ ଜିମନ୍‌ ସିକ୍ୟୁଏନସିଂ କରାଯାଇଥିଲା । ବର୍ତ୍ତମାନ ସେମାନେ ଓମିକ୍ରନ୍‌ରେ ପୀଡିତ ନଥିବା ବେଳେ ଅନ୍ୟ ୩ଜଣଙ୍କ ନମୁନା ସିକ୍ୟୁନ୍‌ସି ପାଇଁ ଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ […]

ଦେଶ ବିଦେଶ ମନୋରଞ୍ଜନ

ଗୋଆରେ ସାଙ୍ଗମାନଙ୍କ ସହ ବ୍ୟାଚ୍‌ଲର ପାର୍ଟି କରୁଥିବାରୁ ନଜର ଆସିଲେ ମୌନି ରୟ , ଭାଇରାଲ୍ ହେଉଛି ଫଟୋ…

ନୂଆଦିଲ୍ଲୀ ୧୯।୧୨ : ବଲିଉଡ ଗ୍ଲାମରର୍ସ ଅଭିନେତ୍ରୀ ମୌନି ରୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି । ସେ ପ୍ରାୟତଃ କିଛି ନା କିଛି ଫଟୋ ସେୟାର କରିଥାନ୍ତି । ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କ ଫଟୋକୁ ମଧ୍ୟ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ହେଲେ ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ ବ୍ୟାଚଲର ପାର୍ଟିର ମଜା ନେଉଥିବାର ନଜର ଆସିଛନ୍ତି । […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ଥଗିତ କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ନିକଟ ସଂପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। ବୃଷ: କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସ୍ବଚ୍ଛଳ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ମିଥୁନ: କୌଣସି କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ଅଫିସରେ ଆପଣଙ୍କୁ ପଦୋନ୍ନତି ମିଳିବ। ପରିବାରରେ କାହା ସହିତ ତର୍କବିତର୍କ ହେବ। କର୍କଟ: କୌଣସି ବଡ଼ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନରେ ଚାଲିଯାଉଛି କି ଘ୍ରାଣଶକ୍ତି? ଜାଣନ୍ତୁ କ’ଣ ଉତ୍ତର ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶର ଅନେକ ରାଜ୍ୟରେ ପ୍ରବେଶ କରି ବ୍ୟାପିବାରେ ଲାଗିଛି । ଏହା ସହ ଓମିକ୍ରନର ଅନେକ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଓମିକ୍ରନରେ ଘ୍ରାଣଶକ୍ତି ଚାଲିଯାଉଛି କି ସର୍ବସାଧାରଣରେ ପ୍ରଶ୍ନ ଉଠିଛି । ଏହାର ଉତ୍ତର ଦେବାକୁ ଯାଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ‘କରୋନା ଓମିକ୍ରନ ଭାରିଆଣ୍ଟରେ ଲକ୍ଷଣ ବଦଳିଛି । ସ୍ମେଲ ଯାଉନି, ଅଧିକ ଜ୍ୱର ଓ ଥଣ୍ଡା ହେଉନି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ ବିରୋଧରେ କେତେ ପ୍ରଭାବଶାଳୀ ଭାକ୍ସିନ ? ଜବାବ ଦେଲେ ‘WHO’ ଡାକ୍ତର

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ସୂରୂପ ଓମିକ୍ରନକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଏହି ଭାରିଏଣ୍ଟ ବିରୋଧରେ କେଉଁ ଭାକ୍ସିନ କେତେ ପ୍ରଭାବଶାଳୀ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ତଥ୍ୟ ସାମ୍ନାକୁ ଆସିନାହିଁ । ଏହା ମଧ୍ୟରେ ଶୁକ୍ରବାର ଡବ୍ଲ୍ୟୁଏଚଓ ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂହ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହି ଭାରିଏଣ୍ଟ ବିରୋଧରେ ଟିକାର ପ୍ରଭାବଶୀଳତା କମ ହୋଇପାରେ। ଡ. […]

ଦେଶ ବିଦେଶ ମନୋରଞ୍ଜନ

ବକ୍ସଅଫିସରେ ‘Spider-Man’ ଭାଙ୍ଗିଲା ଏପର୍ଯ୍ୟନ୍ତର ସବୁ ରେକର୍ଡ, ମାତ୍ର ୨ଦିନରେ କଲା ଏତିକି କୋଟିର ବ୍ୟବସାୟ

ନୂଆଦିଲ୍ଲୀ: ସୋନି ପିକ୍ଚରର୍ସ ଏଣ୍ଟରଟେନମେଣ୍ଟର ଫିଲ୍ମ “ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ୍” ଡିସେମ୍ବର ୧୬ ତାରିଖରେ ଭାରତରେ ରିଲିଜ୍ ହୋଇଯାଇଛି । ଫ୍ୟାନ୍ସ ମାନେ ଖୁବ୍ ଲମ୍ବା ସମୟ ଧରି ଏହି ଫିଲ୍ମର ରିଲିଜ୍ ଅପେକ୍ଷାରେ ଥିଲେ । ଶେଷରେ ଏହା ପରଦାକୁ ଆସିଯାଇଛି । କୋଭିଡ୍ ମହାମାରୀ କାରଣରୁ ଏହା ରିଲିଜ୍ ହୋଇପାରି ନଥିଲା । ହେଲେ ଏବେ ଯେତେବେଳେ ପରଦାକୁ ଆସିଛି ଦର୍ଶକଙ୍କ ଦମଦାର୍ ରେସପନ୍ସ ମିଳିଛି । ଫିଲ୍ମଟି ପ୍ରଥମ ଦିନରେ ହିଁ […]

ଦେଶ ବିଦେଶ ମନୋରଞ୍ଜନ

୨୦୨୨ ହେବ ରୋମାଞ୍ଚଭରା: ନୂଆ ବର୍ଷରେ ରିଲିଜ୍ ହେବ ଏହି ୧୦ଟି ହିଟ୍ ୱେବ୍ ସିରିଜର ସିକ୍ୱେଲ୍

ମୁମ୍ବାଇ: କୋଭିଡ୍ ମହାମାରୀ କାରଣରୁ ୨୦୨୧ରେ ଅଧିକ ସମୟ ଲୋକଙ୍କୁ ଘରେ ରହିବାକୁ ପଡ଼ିଲା । ତେଣୁ ଏହି ସମୟରେ ଓଟିଟି ପ୍ଲାଟଫର୍ମକୁ ଲୋକେ ଅଧିକ ପସନ୍ଦ କରିଥିଲେ । ଯାହାର ଧାରା ଜାରି ରହିଛି । ସିନେମା ହଲ୍ ଖୋଲିଥିଲେ ସୁଦ୍ଧା ଲୋକେ ଓଟିଟି ରେ ୱେବସିରିଜ୍ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଓଟିଟିର ଚାହିଦା ବଢ଼ିବା ପରଠାରୁ ବଡ଼ ବଡ଼ ସୁପରଷ୍ଟାର୍ ମାନେ ଡିଜିଟାଲ ଡେବ୍ୟୁ ଆରମ୍ଭ କରିଛନ୍ତି । ଚଳିତ ବର୍ଷ […]