ପରିସ୍ଥିତିକୁ ସହଜ ଭାବେ ନିଅନ୍ତୁ ନାହିଁ, ସଂକ୍ରମଣ ରୋକିବାରେ ସମାଜର ବଡ଼ ଦାୟିତ୍ୱ
ଭୁବନେଶ୍ୱର ୨୨।୧୨: ପରିସ୍ଥିତିକୁ ଆମେ ସହଜଭାବରେ ନିଅନ୍ତୁ ନାହିଁ । ସଂକ୍ରମଣ ରୋକିବାକୁ କମ୍ୟୁନିଟିର ବଡ଼ ଦାୟିତ୍ୱ ରହିଛି । ସମସ୍ତେ ସହଯୋଗରେ ହାତ ବଢାଇଲେ ସଂକ୍ରମଣକୁ ରୋକି ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ଆମର ସର୍ଭେଲାନ୍ସ ଜାରି ରିହିଛି। ଲୋକମାନେ କୋଭିଡ କଟକଣାକୁ ମାନନ୍ତୁ । ଏହାଦ୍ୱାର ସଂକ୍ରମଣ ବଢାଇବାକୁ ସୁଯୋଗ ଦିଅନ୍ତୁ ନାହିଁ […]