ରାଜ୍ୟ ସ୍ୱାସ୍ଥ୍ୟ

ଓମିକ୍ରନ୍‌କୁ ନେଇ ଦ୍ବନ୍ଦ୍ବ‌ରେ ରାଜଧାନୀବାସୀ: ଘରେ ଘରେ ଖେଁ…ଖାଁ, ସୁଁ…ସାଁ

ଭୁବନେଶ୍ବର: ନିରଂଜନ ରାଉତ, ବୟସ ୪୦। ଘର ଡୁମୁଡୁମାରେ। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି। ୪ ଦିନ ହେବ ଭୀଷଣ ଥଣ୍ଡା। ନାକରୁ ପାଣି ଗଳିବା ସାଙ୍ଗକୁ କାଶ, ଗଳା ଖସ୍‌ଖସ୍‌। ଅଫିସ୍‌ ଯାଇ ପାରୁନାହାନ୍ତି, ଥଣ୍ଡା ମେଡିସିନ୍‌ ଖାଇ ଘରେ ଆରାମ କରୁଛନ୍ତି। ଏବେ ତାଙ୍କ ସ୍ତ୍ରୀ ସରିତା ଓ ଦୁଇ ପଅୁଙ୍କର ବି ସେଇ ଅବସ୍ଥା। ନିରଂଜନଙ୍କ ପଡ଼ୋଶୀ ଆନନ୍ଦ ସାହୁଙ୍କ ପରିବାର‌‌ର ଅଧା ସଦସ୍ୟଙ୍କ ବି ସମବସ୍ଥା। ରାଜ୍ୟରେ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ଥରେ ବର ସାଜିବେ ଅଭିନେତା ଫରହାନ ଅଖତର , ସାମ୍ନାକୁ ଆସିଲା ବିବାହ ଡେଟ୍‌

ନୂଆଦିଲ୍ଲୀ ୧୬।୦୧ : ପୁଣି ଥରେ ହାତକୁ ଦି ହାତ ହେବେ ଅଭିନେତା ଫରହାନ୍‌ ଅଖତର । ଦ୍ବିତୀୟ ଥର ପାଇଁ ସାଜିବେ ବର। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କର ଧରିବେ ହାତ। । ଏନେଇ ବି-ଟାଉନ୍‌ରେ ଜୋ ସୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପିଙ୍କଭିଲ୍ଲାର ରିପୋର୍ଟ ଅନୁସାରେ, ଆସନ୍ତା ଫେବ୍ରୁଆରୀ ୨୧ରେ ଫରହାନ ଓ ଶିବାନୀ ବିବାହ କରିବେ ତେବେ ଉଭୟ କୌଣସି ଗ୍ରାଣ୍ଡ ବିବାହ କରିବେ ନାହିଁ। କରୋନା ଯୋଗୁଁ ମୁମ୍ବାଇର ଏକ […]

ଦେଶ ବିଦେଶ ମନୋରଞ୍ଜନ

କରୋନା ଯୋଗୁଁ ବନ୍ଦ ହୋଇଯାଇଛି ଅମିତାଭଙ୍କ କାମ ! ଫଟୋ ସେୟାର କରି ଜଣାଇଲେ ଅଭିନେତା

ନୂଆଦିଲ୍ଲୀ ୧୬।୦୧ : ବଲିଉଡ୍‌ ନାମୀ ଦାମୀ ଏବଂ ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଅନ୍ୟତମ । ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ବିଜ୍ଞାପନ ପର୍ଯ୍ୟନ୍ତ ସେ ସମସ୍ତ କାର୍ଯ୍ୟ କରନ୍ତି । ତାଙ୍କୁ ଇଣ୍ଡଷ୍ଟ୍ରିରେ କିଏ ବା ନଜାଣେ । ଛୋଟରୁ ବଡ ଯାଏ ସମସ୍ତେ ତାଙ୍କର ଫ୍ୟାନ୍‌। ଏହା ବ୍ୟତୀତ ସେ କୋନ ବାନେଗା କରୋଡପତିର ପ୍ରତ୍ୟେକ ସିଜନରେ ହୋଷ୍ଟିଂ କରୁଥିବା ମଧ୍ୟ ନଜର ଆସିଛନ୍ତି । ତେବେ ବର୍ତ୍ତମାନର କଳାକାରମାନେ ୭୯ […]

ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ ମହାମାରୀ ବିନାଶ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସଂକୀର୍ତ୍ତନ

ପୁରୀ ୧୫/୦୧: କୋଭିଡ ମହାମାରୀ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏହାର ବିନାଶ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସଂକୀର୍ତ୍ତନ କରାଯାଇଛି । ଜଗତର କଲ୍ୟାଣ ପାଇଁ ଆଜକୁ ଚାରିବର୍ଷ ଧରି ମଙ୍ଗୁ ମଠ ପରିସରରେ ଏହି ସଂକୀର୍ତ୍ତନ ଉତ୍ସବ ପାଳନ ହୋଇ ଆସୁଛି । ତେବେ ସାରା ଦେଶରେ କୋଭିଡ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସରକାରଙ୍କ ସମସ୍ତ ନିୟମ ମାନି ଚଳିବାକୁ ପଡିବ […]

ରାଜ୍ୟ ସ୍ୱାସ୍ଥ୍ୟ

AIIMSରେ ଘାରିଲା କରୋନା ଭୟ: OPD ବନ୍ଦ କରିବା ପାଇଁ ନିର୍ଦ୍ଦେଶ, ଜାଣନ୍ତୁ କଣ କଣ ବଦଳିଛି ନିୟମ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଘାରିଛି କରୋନା ଭୟ । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି କର୍ମଚାରୀ ଏବଂ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ହେବା ପରେ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ । ଆସନ୍ତା ସୋମବାର ଠାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । କେବଳ ଅନଲାଇନରେ ଓପିଡି ପଞ୍ଜୀକରଣ କରିଥିବା ରୋଗୀଙ୍କୁ ଓପିଡିରେ ଚିକିତ୍ସା ପ୍ରଦାନ କରାଯିବ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନାରୁ ସୁରକ୍ଷା ଦେବ କେଉଁ ମାସ୍କ? ଜାଣନ୍ତୁ ଏ ନେଇ କ’ଣ କହିଲେ ଆମେରିକା ବିଶେଷଜ୍ଞ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ତେବେ କରୋନା ଭଳି ମହାମାରୀ ମଧ୍ୟରେ କେଉଁ ମାସ୍କ ପିନ୍ଧିବା ଆବଶ୍ୟକ? କେଉଁ ମାସ୍କ ଆପଣଙ୍କୁ କରୋନାରୁ ସୁରକ୍ଷା ଦେଇପାରିବ? ଏନେଇ ଆମେରିକା ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ ବା ସିଡିସି ସ୍ପଷ୍ଟ ସୂଚନା ଦେଇଛି । ସିଡିସିର ସୂଚନା ଅନୁସାରେ ଲୋକେ ଲଗାତର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୫ ବର୍ଷରୁ କମ୍ ବୟସର ଶିଶୁଠାରେ ଦେଖାଦେଉଛି ଓମିକ୍ରନର ଏହିସବୁ ଲକ୍ଷଣ, ପିତାମାତା ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ବର୍ତ୍ତମାନ ବହୁତ ଦ୍ରୁତଗତିରେ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ତେଣୁ ଏଥିରେ ଅଧିକ ଲୋକ ସଂକ୍ରମିତ ହେବା ନେଇ ଏକ୍ସପର୍ଟମାନେ ପୂର୍ବାନୁମାନ କରିଛନ୍ତି । ଭାଇରସ୍ ଉଭୟ ବୟସ୍କ ଓ ଶିଶୁଙ୍କୁ ପ୍ରଭାବିତ କରୁଛି । ଏଥିସହ ଉଭୟଙ୍କଠାରେ ଓମିକ୍ରନର ଭିନ୍ନ ଭିନ୍ନ ଲକ୍ଷଣମାନ ମଧ୍ୟ ଦେଖିବାକୁ ମିଳୁଛି । ଶିଶୁଙ୍କଠାରେ ଓମିକ୍ରନର ଲକ୍ଷଣକୁ ନେଇ ପିତାମାତା ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଦରକାର । ତେବେ ବୟସ୍କ ଓ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ ହେବ। କାହାରି ପରାମର୍ଶ ଆପଣଙ୍କର କ୍ୟାରିୟରର ଦିଶା ବଦଳାଇ ଦେଇପାରେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ ବୃଷ: ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିଲେ ବି ଦିନଟି ଭଲ। ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ। ମିଥୁନ: ଘରର କୌଣସି ମାମଲାରେ ଆପଣଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ହେବ। କାମ ଧନ୍ଦା କ୍ଷେତ୍ରରେ ଆହ୍ବାନ ଆସିବ। ପରିବାରରେ ପରସ୍ପର ପ୍ରତି ବିଶ୍ବାସ ବଢ଼ିବ। […]

ରାଜ୍ୟ ସ୍ୱାସ୍ଥ୍ୟ

ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । ଏନେଇ ଜିଲ୍ଲାଗୁଡ଼ିକୁ ଜଣାଇଛି […]

ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ୍‌ କୁନ୍ଦ୍ରା, ଆକାଉଣ୍ଟ ରହିଛି ପ୍ରାଇଭେଟ୍‌

ନୂଆଦିଲ୍ଲୀ୧୫।୦୧ : ବହୁ ବାଦ ବିବାଦ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଫସି ହୋଇ ଗିରଫ ହୋଇଥିଲେ ରାଜ୍‌ । ଏହାପର ଠାରୁ ସେ ଖୁବ୍‌ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ସମାଲୋଚନା ଠାରୁ ଡରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ ବାହାରକୁ ଆସି ନ ଥିଲେ। ଏପରିକି ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବହୁ ଦିନ ପରେ ସବୁ କିଛି ଧିରେ ଧିରେ ଠିକ୍‌ […]