ଦେଶ ବିଦେଶ ସ୍ୱାସ୍ଥ୍ୟ

ସାମନାକୁ ଆସିଲା ଓମିକ୍ରନର ୨୦ଟି ଲକ୍ଷଣ, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ଶରୀରରେ ରହେ ଏହି ଭାରିଆଣ୍ଟର ପ୍ରଭାବ

ନୂଆଦିଲ୍ଲୀ: ନୂତନ ଭାରିଆଣ୍ଟ ଓମିକ୍ରନ ମାମଲାରେ କୌଣସି ସୁଧାର ଆସୁଥିବା ପରିଲକ୍ଷିତ ହୋଇନାହିଁ । ଦେଶରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ପାର୍ କରିସାରିଲାଣି । କରୋନାର ଅଧିକାଂଶ ଆକ୍ରାନ୍ତ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ଏହା ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଛି । ଏହି ଲକ୍ଷଣ ସବୁରେ ଲଗାତର ଭାବେ ପରିବର୍ତ୍ତନ ମଧ୍ୟ ହେଉଛି । ପ୍ରତି ରୋଗୀଙ୍କ ଠାରେ […]

ଖେଳ ଦେଶ ବିଦେଶ

ଚୟନକାରୀମାନେ ଭାରତର ପରବର୍ତ୍ତୀ ଟେଷ୍ଟ୍‌ ଅଧିନାୟକଙ୍କ ନାମ ସୁପାରିସ କରିବେ: ‘ବିସିସିଆଇ’ ଅଧିକାରୀ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଟେଷ୍ଟ୍‌ ଅଧିନାୟକ କିଏ ହେବେ, ତାହା ଚୟନକାରୀ କମିଟି ସ୍ଥିର କରିବ। ଏପର୍ଯ୍ୟନ୍ତ କାହାରି ନାଁ ବିଷୟରେ ଆଲୋଚନା ହୋଇନାହିଁ ‌ବୋଲି ‘ବିସିସିଆଇ’ର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ପରବର୍ତ୍ତୀ ମ୍ୟାଚ୍‌ ଶ୍ରୀଲଙ୍କା ବିରୋଧରେ ଭାରତରେ ହିଁ ଆୟୋଜନ କରାଯିବ। ‘ବିସିସିଆଇ’ ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଶର୍ମାଙ୍କୁ ଉପଅଧିକାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ୍‌ କ୍ରିକେଟ୍‌ରେ କୋହଲିଙ୍କ ସ୍ଥାନରେ କେ.ଏଲ୍‌. ରାହୁଲ୍‌ଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ପୁର୍ବରୁ ଅବିନାଶ-ପଲକଙ୍କ ସମ୍ପର୍କରେ ଫାଟ, ଅଭିନେତ୍ରୀ କହିଲେ- ତାଙ୍କ ସହ ମୋ ସମ୍ପର୍କ ଶେଷ ହୋଇଛି…

ନୂଆଦିଲ୍ଲୀ ୧୭।୦୧: ଟେଲି ଜଗତର ଜଣାଶୁଣା ଅଭିନେତା ଅବିନାଶ ସଚଦେବ ତାଙ୍କ ପ୍ରେମିକା ପଲକ ପୁରସଓ୍ବାନୀଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି । ଉଭୟ କିଛି ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ୨୦୨୧ ଜାନୁୟାରୀରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ହେଲେ ସମ୍ପର୍କ ଆଉ ପାଦେ ଆଗେଇବା ପରିବର୍ତ୍ତେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏନେଇ ପଲକ ସାକ୍ଷାତକାରରେ କହିଛନ୍ତି ଯେ, ଅବିନାଶଙ୍କ ସହ ତାଙ୍କ ସମ୍ପର୍କ ଶେଷ ହୋଇଛି ବୋଲି କନଫର୍ମ କରିଛନ୍ତି। ଭଲପାଇବାଠାରୁ ମୋ […]

ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ‘ପୁଷ୍ପା’ର ଗୀତ ‘Oo Antava’ ପାଇଁ ସାମନ୍ଥା ନେଇଛନ୍ତି ଏତିକି କୋଟି ଟଙ୍କା, ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ ୧୭।୦୧: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ପିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି । ଛୋଟରୁ ବଡ ଯାଏଁ ସମସ୍ତେ ଏହି ଫିଲ୍ମର ଡାଇଲଗକୁକୁ ମୁହଁରେ ରଖିଛନ୍ତି । ତେବେ ଏହି ଫିଲ୍ମର ଗୀତ ଗୁଡିକୁ ମଧ୍ୟ ସେତେ ଚର୍ଚ୍ଚାକୁ ଆସିଛି। ଏହି ଫିଲ୍ମରେ ରହିଥିବା ଗୀତ ‘ଓ ଅନ୍ତାୱା’ ରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତାଙ୍କ ଲୁକ୍‌ ଦେଖି ସମସ୍ତଙ୍କର ଉଡି ଯାଇଛି […]

କଳା ଓ ସଂସ୍କୃତି ଦେଶ ବିଦେଶ

୭୭ ବର୍ଷରେ ପାଦ ଦେଲେ ଭେଟରାନ୍‌ ଗୀତିକାର ଜାଭେଦ୍‌ ଅଖତର, ଲଭ୍‌ ଲେଟର ଲେଖକରୁ ହୋଇଥିଲେ ପ୍ରସିଦ୍ଧ ସଂଗୀତଜ୍ଞ

ନୂଆଦିଲ୍ଲୀ ୧୭।୦୧: ବଲିଉଡର ଭେଟରାନ୍‌ ପ୍ରସିଦ୍ଧ ନାମୀଦାମୀ ଗୀତିକାର ଜାଭେଦ ଅଖତର । ଜାଭେଦ ଅଖତର ହିନ୍ଦୀ ସିନେମାରେ ଅନେକ ହିଟ୍‌ପିଲ୍ମର କାହାଣୀ ସହ ଗୀତ ମଧ୍ୟ ଲେଖିଛନ୍ତି । ଆଜି ସେ ୭୭ ବର୍ଷରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରେ ଜନ୍ମ ନେଇଥିବା ଜାଭେଦ ଆଜି ବଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ନାମୀଦାମୀ ଗୀତିକାର । ୧୭ ଜାନୁୟାରୀ ୧୯୪୫ରେ ଜନ୍ମ ନେଇଥିବା ଜାଭେଦ ପିଲାଦିନୁ ଲେଖାଲେଖିରେ ବହୁତ ରୁଚି ରଖିଥିଲେ । ଧିରେ ଧିରେ […]

ଦେଶ ବିଦେଶ ମନୋରଞ୍ଜନ

୭୬ତମ ଜନ୍ମଦିନ ପାଳୁଛନ୍ତି କବୀର ବେଦୀ, ତିନୋଟି ବାହାଘର ଭାଙ୍ଗିବା ପରେ ୩୦ ବର୍ଷ ସାନ ଗାର୍ଲଫ୍ରେଣ୍ଡଙ୍କୁ କରିଥିଲେ ବିବାହ

ନୂଆଦିଲ୍ଲୀ ୧୬।୦୧ : ‘ଖୁନ୍‌ ଭରି ମାଙ୍ଗ୍’, ‘ମେଁ ହୁଁ ନା’, ‘କଚେ ଧାଗେ, ଭଳି ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି କବୀର ବେଦୀ । ୧୯୭୧ ପରଠାରୁ ଫିଲ୍ମ ଜଗତରେ ଆକ୍ଟିଭ୍ ଥିବା କବୀର ୬୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ବର୍ତ୍ତମାନ କବୀର ବେଦୀ ଆଜି ତାଙ୍କର ବିଶେଷ ଦିନ ପାଳନ କରୁଛନ୍ତି। ୧୬ ଜାନୁଆରୀ ୧୯୪୬ରେ ଜନ୍ମ ହୋଇଥିବା କବୀର ବେଦୀଙ୍କୁ ଆଜି ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତରେ କୋଭିଡ୍‌ ଟିକାକରଣ ଅଭିଯାନର ୧ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ରବିବାର ଦିନ ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବଧି ମଧ୍ୟରେ ୧୫୬.୭୬ କୋଟିରୁ ଅଧିକ ଟିକା ଡୋଜ୍‌ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ବକ୍ତବ୍ୟ ଅନୁଯାୟୀ, ବୟସ୍କ ଜନସଂଖ୍ୟାର ୯୨ ପ୍ରତିଶତରୁ ଅଧିକଙ୍କୁ ଅତି କମରେ ଗୋଟିଏ ଡୋଜ୍‌ ଟିକା ମିଳିଥିବା ବେଳେ ୬୮ ପ୍ରତିଶତରୁ ଅଧିକଙ୍କୁ ସମ୍ପୂର୍ଣ୍ଣ ଟିକା (୨ଟି ଡୋଜ୍‌) ଦିଆଯାଇଛି। ଟିକାକରଣ ଅଭିଯାନର ଏକ ବର୍ଷ […]

ଖେଳ ଦେଶ ବିଦେଶ

ପାକିସ୍ତାନ କ୍ରିକେଟର ଟୁଇଟ କରି କୋହଲିଙ୍କୁ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅଧିନାକ ପଦ ଛାଡିବା ପରେ ଚକିତ ହୋଇଯାଇଛନ୍ତି କୋହଲିଙ୍କ ଫ୍ୟାନ । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଶେଷ ହେବା ପରେ ଏନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ତେବେ କୋହଲିଙ୍କ ଏହି ନିଷ୍ପତ୍ତିରେ କେବଳ ଭାରତ ନୁହେଁ ଅନ୍ୟ ଦେଶର ଖେଳାଳି ମଧ୍ୟ ଭାବୁକ ହୋଇଛନ୍ତି । ବିରାଟଙ୍କ ଅଧିନାୟକ ପଦ ଛାଡିବାକୁ ନେଇ ପାକିସ୍ତାନ କ୍ରିକେଟର ମହମ୍ମଦ ଆମିର ଟ୍ୱିଟ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, […]

ରାଜ୍ୟ ସ୍ୱାସ୍ଥ୍ୟ

ହୁ ହୁ ହୋଇ ବଢିଚାଲିଛି କରୋନା: ଆଜି ୧୧ ହଜାର ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ବଢିଚାଲିଛି | କରୋନା ବଢିବା ସାଙ୍ଗକୁ ଓଡ଼ିଶାରେ କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି | ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି | ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୪୨୪, […]

ଖେଳ ଦେଶ ବିଦେଶ

କୋହଲିଙ୍କୁ ନେଇ ବିସିସିଆଇ ଜାରି କଲା ବୟାନ: ଅଧିନାୟକ ପଦ ଛାଡିବା ବିରାଟଙ୍କ ବ୍ୟକ୍ତଗତ ନିଷ୍ପତ୍ତି

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଶେଷ ହେବା ପରେ ଟିମ ଇଣ୍ଡିଆର ଅଧିନାୟକ ପଦ ଛାଡି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ବିରାଟ କୋହଲି । ତେବେ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ବିରାଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ବିସିସିଆଇ । ଆଉ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଟୁଇଟ୍ କରି କହିଛି । ବର୍ତ୍ତମାନ ବିସିସିଆଇ ବିରାଟ କୋହଲିଙ୍କୁ ନେଇ ବିସ୍ତୃତ ବୟାନ ଜାରି କରିଛି । ବିସିସିଆଇ ନିଜ ବୟାନରେ […]